Cricket

ଭାରତ ଓ ଏସିଆ କପକୁ ନେଇ ବର୍ଷିଲେ ଜାଭେଦ ମିଆଁଦାଦ

ନୂଆଦିଲ୍ଲୀ : ଏସିଆ କପକୁ ନେଇ ବଢୁଛି ବିବାଦ । ପାକିସ୍ତାନ ଏସିଆ କପ ଆୟୋଜନର ଅଧିକାର ପାଇଥିବା ବେଳେ ଭାରତ ସେଠାକୁ ଯିବନି ବୋଲି ବିସିସିଆଇ କହି ସାରିଛି। ଏପରି ସ୍ଥିତିରେ ପାକିସ୍ତାନ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସପକ୍ଷରେ ଏସିଆନ କ୍ରିକେଟ କାଉନସିଲ ରହିଛି। ଭାରତ ଜିଦ ଆଗରେ ଆଇସିସି ମଧ୍ୟ ମୁଣ୍ଡ ନୁଆଁଇବାକୁ ଯାଉଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନର ଭେଟରାନ କ୍ରିକେଟର ଜାଭେଦ ମିଆଁଦାଦ। ସେ ଆଇସିସି ଓ ଭାରତକୁ ଟାର୍ଗେଟ କରିଛନ୍ତି। ଏଥିସହ ଭାରତ ନର୍କକୁ ଚାଲି ଯାଉ ବୋଲି ସେ କହିଛନ୍ତି।ସେ ଗୋଟିଏ ୟଟ୍ୟୁବ ଭିଡିଓରେ କହିଛନ୍ତି, “ମୁଁ ପୂର୍ବରୁ କହିଥିଲି ଓ ଏବେ ବି କହୁଛି, ସେମାନେ ଯଦି ଆସିବାକୁ ଚାହୁଁ ନାହାନ୍ତି, ତା’ହେଲେ ସେମାନେ ନ ଆସନ୍ତୁ। ଆମକୁ କୌଣସି ଫରକ ପଡ଼ିବନି। ଆମକୁ ଆମ କ୍ରିକେଟ ମିଳୁଛି।

Related posts

ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି

Odisha Sports Bureau

ଆଇପିଏଲ ୨୦୨୩ରେ ଆଜି ମୁହାଁ ମୁହିଁ ହେବେ ଫାଫ ଡୁ’ପ୍ଲେସିସ ଓ ନୀତିଶ ରାଣା

ଟିମ ଉପରେ ବର୍ଷିଲେ ବିରାଟ

Odisha Sports Bureau