More Sports

ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡା: ୨-୧ ଗୋଲରେ ଓଡିଶା ପରାସ୍ତ

(ଅନୁସ୍ୱୟା) : ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡାରେ ଓଡିଶା ପରାସ୍ତ ହୋଇଛି । ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା- ଝାଡଖଣ୍ଡ ଫାଇନାଲ ମ୍ୟାଚରେ ମୁହାମୁହିଁ ହୋଇଥିଲେ । ସରିତା ସୋରେଙ୍ଗ ଦଳକୁ ତିନୋଟି ଗେଲ ଦେଇଥିଲେ ମଧ୍ୟ ଝାଡଖଣ୍ଡ ୨-୧ ଗୋଲରେ ଓଡିଶାକୁ ପରାସ୍ତ କରି ବିଜୟ ଲାଭ କରିଛି । ଓଡିଶା ଟିମ ରନର୍ସ ଅଫ ହୋଇ ରୌପ୍ୟ ପଦକ ହାସଲ କରିଛି ।

Related posts

କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା

ପ୍ରୋ କବାଡ୍ଡି ୨୦୧୯: ୟୁପି ଯୋଦ୍ଧାକୁ ହରାଇଲା ୟୁ ମୁମ୍ବା

Odisha Sports Bureau