Cricket

ମୁହାଁ ମୁହିଁ ହେବେ କେଏଲ ରାହୁଲ ଓ ଏଦେନ ମାରକ୍ରମ

ଆଇପିଏ ୨୦୨୩ରେ ଆଜିର ଲକ୍ଷେ୍ନø ଜିଏଣ୍ଟସର ତୃତୀୟ ମ୍ୟାଚକୁ ସନରାଇଜର ହାଇଦ୍ରାବାଦର ତ୍ୱିତୀୟ ମ୍ୟାଚ । ଲକ୍ଷେ୍ନøର ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ୱରେ ଦୁିଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏ ଜିତିଛି ଅନ୍ୟ ଗୋଟେ ପରାସ୍ତ ହୋଇଛି । । ସନରାଇଜର ହାଇଦ୍ରାବାଦର ପ୍ରଥମ ମ୍ୟାଚରେ ମାକ୍ରମଙ୍କ ଅନୁପସ୍ଥିତ ଥିବାରୁ ଏହାର ନେତୃତ୍ୱ ନେଇଥିଲେ ଭୁବନେଶ୍ୱର କୁମାର ।ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ପରସ୍ପର ସହିତ ମୁହାଁମୁହିଁ ହେବେ । ହାଇଦ୍ରାବାଦ ପ୍ରଥମ ମ୍ୟାଚ ରାଜସ୍ଥାନ ରୟାଲ୍ସ ପାଖରୁ ୭୨ରନରେ ହାରିଛି ।ଏହା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ହୋଇଛି । ଆଇପିଏଲ୍ ୨୦୨୨ରେ ଲକ୍ଷ୍ନୌ ଟିମକୁ ୧୨ ରନରେ ପରାସ୍ତ କରିଥିଲା ହାଇଦ୍ରାବାଦ ।

ସନରାଇଜର୍ସ ହାଇଦ୍ରାବାଦ: ଏଦେନ ମାରକ୍ରମ , ଭୁବନେଶ୍ବର କୁମାର, ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ଟି ନଟରାଜନ, ଅଦିଲ ରସିଦ, ସାନବୀର ସିଂହ, ଉମ୍ରାନ ମଲ୍ଲିକ, ୱାସିଂଟନ ସୁନ୍ଦର, ଉପେନ୍ଦ୍ର ଯାଦବ, ଅବଦ୍ୁଲ ସମଦ।

ଲକ୍ଷ୍ନୌ ସୁପର ଜିଆଣ୍ଟସ: କେଏଲ୍ ରାହୁଲ , କାଇଲ ମେୟର୍ସ, ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ନିକୋଲାସ ପୂରନ, ଆୟୁଷ ବାଦୋନି, ଆଭେଶ ଖାନ, ମାର୍କ ଉଡ, କୃଷ୍ଣାପ୍ପା ଗୌତମ, ରବି ବିଷ୍ଣୋଇ, ମୟଙ୍କ ଯାଦବ।

Related posts

ମ୍ୟାଚ ପୂର୍ବରୁ ମହାକାଳଙ୍କ ଶରଣ ପଶିଲେ ଗୌତମ ଗମ୍ଭୀର…

Odisha Sports Bureau

ଦ୍ରୁତ ବୋଲର ମହମଦ ସାମୀଙ୍କ ପତ୍ନୀ ହସିନଙ୍କୁ ଭସôନା କଲେ ସୁପ୍ରିମ କୋର୍ଟ…

Odisha Sports Bureau

IPLରେ ଶ୍ରେଷ୍ଠ ଅଧିନାୟକ ICCରେ ଫେଲ୍?

Odisha Sports Bureau