More Sports

ଫାଇନାଲରେ ଓଡିଆ ଧାବକ ଅମୀୟ

ଭୁବନେଶ୍ୱର(ଓଡିଶା ସ୍ପୋର୍ଟର୍ସ): ଓଡିଶାର ଉଡ୍ଡୀୟମାନ ଧାବକ ଅମୀୟ କୁମାର ମଲ୍ଲିକଙ୍କୁ ବଡ ସଫଳତା । ୬୦ ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚମ୍ପିୟନସିପ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଅମୀୟ । ପଟିଆଲାରେ ଚାଲିଥିବା ଏହି ଚମ୍ପିୟନସିପର ଉଦଘାଟନୀ ମ୍ୟାଚରେ ୧୦୦ ମିଟର ଦୂରତା ଅତିକ୍ରମ କରିବାକୁ ସେ ମାତ୍ର ୧୦.୫୦ ସେକେଣ୍ଡ ସମୟ ନେଇଥିଲେ । ଏଥିସହ ସେ ଚମ୍ପିୟନସିପର ଫାଇନାଲକୁ ଟିକେଟ ପାଇଛନ୍ତି ।

Related posts

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା; ପ୍ରମୋଦଙ୍କୁ ଦ୍ୱିମୁକୁଟ

ଦୁନିଆର ମହାନ ଖେଳାଳି, ଯ ଯିଏ ରଙ୍ଗଭେଦ କାରଣରୁ ନଦୀରେ ଫିଙ୍ଗିଥିଲେ ଅଲିମ୍ପିକ୍ ପଦକ

ଯୋଡା ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

Odisha Sports Bureau