Hockey

ଓଡ଼ିଶା ମହିଳା ହକି ଦଳ ସେମିରେ ପ୍ରବେଶ

(ଓଡିଶା ସ୍ପୋର୍ଟ): ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ଯୁବା କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ୨୧ ବର୍ଷରୁ କମ୍ ମହିଳା ହକି ଦଳ ସେମି ଫାଇନାଲ୍ ରେ ପ୍ରବେଶ କରିଛି ।କ୍ବାର୍ଟର ଫାଇନାଲ୍ ରେ ଓଡ଼ିଶା ୩-୨ ପେନାଲ୍ଟି ସୁଟଆଉଟରେ ମହାରାଷ୍ଟ୍ରକୁ ହରାଇ ଏହି ଯୋଗ୍ୟତା ଅର୍ଜନ କରିଛି।ଓଡ଼ିଶା ପାଇଁ ଆଜମିନା କୁଜୁର, ରୋଜିତ କୁଜୁର ଓ ଅସିମ୍ କାଞ୍ଚନ ବାର୍ଲା ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍ ଓଡ଼ିଶା-ଝାଡ଼ଖଣ୍ଡ ଏବଂ ଦ୍ବିତୀୟ ସେମିଫାଇନାଲ୍ ହରିଆନା-ପଞ୍ଜାବ ମଧ୍ୟରେ ଖେଳାଯିବ।

Related posts

ହର୍ମନପ୍ରୀତଙ୍କ ହ୍ୟାଟ୍ରିକ୍‌; ଭାରତ ୫-୪ରେ ବିଜୟୀ

Odisha Sports Bureau

ମହିଳା ବିଶ୍ୱକପ୍ ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଏସିଆ କପ ହକି ପ୍ରତିଯୋଗିତା: ଭାରତ ପାକିସ୍ତାନ ଠାରୁ ୦-୧ ଗୋଲରେ ଆଗୁଆ