Hockey

ଭୂବନେଶ୍ୱରରେ ନମାଜ ପାଠ କଲେ ପାକିସ୍ତାନ ଟିମ୍

(ଆଦର୍ଶ ରାଉର) ଭୂବନେଶ୍ୱର ରେ ଚାଲିଛି ହକି ମହାକୁମ୍ଭ । ବିଭିନ୍ନ ଦେଶରୁ ବିଭିନ୍ନ ଧର୍ମର ଧର୍ମାବିଲମ୍ବି ମାନେ ଏହି ମ୍ୟାଚରେ ଥିବାରୁ ଆଗରୁ ତାଙ୍କ ଖାଇବା ଠାରୁ ଆରମ୍ଭ କରି ତାଙ୍କର ରହିବା ପର୍ଯ୍ୟନ୍ତ ସବୁଥିରେ ଖୁବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇôିଲା ।

ଆଜି ଶୁକ୍ରବାର ଥିବାରୁ ପାକିସ୍ଥାନ ଟିମ, ନମାଜ ପାଠ କରିବା ନିମନ୍ତେ ଗଜପତି ନଗର ରେ ଥିବା ମସଜିତ କୁ ଯାଇôିଲେ ଓ ସେଠାରେ ନମାଜ ପାଠ କରିଥିଲେ । ଖେଳାଳି ମାନଙ୍କୁ କଡା ସୁରକ୍ଷା ବଳୟ ଭିତରେ ସେଠାକୁ ନିଆଯାଇଥିଲା ଓ ସେଠାରେ ନମାଜ ପାଠ ପରେ ସେମାନଙ୍କୁ ପୁଣି କଡା ସୁରକ୍ଷା ଭିତରେ ଅଣାଯାଇଥିଲା । ମସଜିତ ପାଖରେ ଖେଳାଳି ମାନଙ୍କୁ ଦେଖିବା ପାଇଁ ଖୁବ ଗହଳି ଜମିବା ସହ ଲୋକଙ୍କ ମନରେ ଖୁବ ଆନନ୍ଦ ମଧ୍ୟ ଦେଖାଦେଇଥିଲା ।

Related posts

ଜାତୀୟ କ୍ରୀଡା ଦିବସ: ଦାସତ୍ୱ ଭାରତକୁ ଏକ ନୂତନ ପରିଚୟ ଦେଇଥିଲେ ଧାନଚାନ୍ଦ

Odisha Sports Bureau

ଆରମ୍ଭ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ, ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓଡିଶାର ୨ ହକି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର

Odisha Sports Bureau