Badminton

କମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସ

ଲାଗୋସ : ପଣ୍ଡା ସିଷ୍ଟର୍ସଙ୍କ କମାଲ | ଭାରତୀୟ ଷ୍ଟାର୍ ସଟଲର ଯୋଡି କିଟ୍ ଛାତ୍ରୀ ଋତୁପର୍ଣ୍ଣା ପଣ୍ଡା ଓ ତାଙ୍କ ଭଉଣୀ ଶ୍ବେତପର୍ଣ୍ଣା ପଣ୍ଡା ପୁଣି ଅନ୍ତର୍ଜାତୀୟ ସ୍ତରରେ ନିଜ ପରିଦର୍ଶିତା ଦେଖାଇଛନ୍ତି | ରବିବାର ଲାଗୋସରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କ୍ଲାସିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସରେ ବ୍ରୋଞ୍ଜ ପଦକ ନିଜ ନାଁ ରେ କରିଛନ୍ତି ୨ ଭଉଣୀ ।

ସେମିଫାଇନାଲରେ ଋତୁପର୍ଣ୍ଣା-ଶ୍ବେତପର୍ଣ୍ଣା ଯୋଡି ୧୫-୨୧, ୭-୨୧ରେ ମାଲେସିଆର ପାଓଲା କିଓଲ କାଓ ହକ୍ ଏବଂ ଲୁରେଲ ଲାମ ଯୋଡିଙ୍କ ନିକଟରୁ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ନିକଟରେ ଋତୁପର୍ଣ୍ଣା-ଶ୍ବେତପର୍ଣ୍ଣା ଯୋଡି କାମେରୁନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିଲେ ।

Related posts

ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍: ସାତ୍ତ୍ୱିକ୍-ଚିରାଗଙ୍କୁ ଡବଲ୍ଡ ଟାଇଟଲ

Odisha Sports Bureau

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau

ଥାଇଲାଣ୍ଡ ଓପନ ଖେଳିବେନି ସିନ୍ଧୁ