Cricket

ଭାରତ ରତ୍ନଙ୍କୁ ଜନ୍ନଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ

ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ବାଲୁକାକଳାରେ ଜନ୍ମଦିନ ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ। ଦ୍ଦିଗଜ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ୫୦ତମ ଜନ୍ନଦିବ ଆଜି । ଜନ୍ନଦିବ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟ ତାଙ୍କୁ ଟ୍ରିବ୍ୟୁଡ ଦେଇଛନ୍ତି । ଯେହେତୁ ସଚିନଙ୍କ ୫୦ ତମ ଜନ୍ମଦିନ ସେଥିପାଇଁ ଏକ ନିଆରା ଡଙ୍ଗରେ ତାଙ୍କୁ ସୁଭେଚ୍ଛା ଜଣାଇଛନ୍ତି । କ୍ରିକେଟ ର ଏହି ମହନାୟକଙ୍କ ଅବିକଳ ପ୍ରତିମୂର୍ତ୍ତି ସହ ଏକ ଲମ୍ବା କ୍ରିକେଟ ବ୍ୟାଟ କୁ ଲଗାଇ ୫୦ଟି ବ୍ୟାଟ ଇଂଷ୍ଟଲ କରି ହାପି ବାର୍ଥ ଡେ ସଚିନ ଜି ବୋଲି ସମ୍ବୋଧନ କରିଛନ୍ତି ସୁଦର୍ଶନ ।ପ୍ରାୟ ୬ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାର ଲମ୍ବା ପ୍ରାୟ ୧୦ ଫୁଟ ହେବ ।ଏଥିସହିତ ଏଥିରେ ପ୍ରାୟ ୧୦ ଟନ ବାଲୁକାର ବ୍ୟବହୃତ ହୋଇଥିବା ବେଳେ ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି ।

 

Related posts

ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌

Odisha Sports Bureau

ମୋବାଇଲ ଆପ୍ଲିକେସନ୍ ଡିଜ୍ନୀ ହଟଷ୍ଟାରରେ ମାଗଣାରେ ଦେଖିପାରିବେ ଟି-୨୦ ବିଶ୍ୱକପ୍ର ସମସ୍ତ ମ୍ୟାଚ୍

ରୋହିତ ଶର୍ମାଙ୍କୁ କିଣିବାକୁ ଚାହୁଁଛି ପଞ୍ଜାବ କିଙ୍ଗସ!

Odisha Sports Bureau