Cricket

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ବିରାଟଙ୍କ ବିରାଡ ରେକର୍ଡ । ନ୍ୟୁଜଲାଣ୍ଡ ବିରୋଡଧରେ ବିରାଟ ଶତକ ହାସଲ କରିଛନ୍ତି । ଏହା ସହ ବିରାଟ ଏକ ମାତ୍ର ଖେଳାଳି ଯିଏ ଦିନିକିଆ ମ୍ୟାଚରେ ୫୦ ତମ ଶତକ ହାସଲ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଅର୍ଦ୍ଧଶତକ ମାରିସାରିଲେଣି । ଏ ନେଇ ସଚିନ ତେନ୍ଦୁଲକର  X   କରିଛନ୍ତି  । ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟର ବ୍ଳାଷ୍ଟର   ।

ସଚିନ ତାଙ୍କ Xରେ ଲେଖିଛନ୍ତି .. ମୁଁ ଯେତେବେଳେ ତୁମକୁ ଡ୍ରେସିଙ୍ଗ ରୁମରେ ଭେଟିଥିଲି, ସେତେବେଳେ ଟିମର ଖେଳାଳି ମାନେ ତୁମ ସହ ଛୋଟ ମଜାକ କରିଥିଲେ ସଚିନଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାକୁ ପଡିବ । ମୁଁ ସେ ଦିନ ମୋ ହସ ଅଟକାଇ ପାରି ନ ଥିଲି । କିନ୍ତୁ ବହୁତ ଶୀଖ୍ର ତୁମେ ମୋ ହୃଦଅ ଛୁଇଁଛ ତୁମର ଖେଳର ପ୍ରତିଭା ଦେଖାଇ । ଆଜି ଜଣେ ଯୁବ ଖେଳାଳିରୁ ଜଣେ ‘ବିରାଟ’ ଖେଳାଳି ହେବାର ଦେଖି ମୁଁ ବହୁତ ଖୁସି ଅଛି।

ମୋ ଠୁ ଅଧିକ ଖୁସି ଆଜି ଆଉ କେହି ନଥିବେ । ମୋର ଏହି ରେକର୍ଡ ଆଜି ସେମିଫାଇନାଲ ପରି ଏକ ବଡ ମ୍ୟାଚରେ ଭାଙ୍ଗିଛ,ି ସେ ପୁଣି ମୋ ହୋମ ଗ୍ରାଉଣ୍ଡରେ ।

Related posts

୫୦ଉଇକେଟ ନେଇ ଧୋନିଙ୍କୁ ପଛରେ ପକାଇଲେ ଋିଷଭ

Odisha Sports Bureau

କ୍ରିକେଟରୁ ସନ୍ନ୍ୟାସ ନେଲେ ଟେଲର

Odisha Sports Bureau

ଭାରତୀୟ ଦଳକୁ ମିଳିଗଲା କି ପାଣ୍ଡ୍ୟାଙ୍କ ବିକଳ୍ପ? ଶିବମ୍ ଦୁବେ ସୁଯୋଗ ପାଇପାରନ୍ତି

Odisha Sports Bureau