Cricket

ଶିଖର ଧାୱାନଙ୍କ ମନର କଥା

ଶିଖର ଧାୱାନ କହିଲେ ମନର କଥା ।୨୦୧୯ ବିଶ୍ୱକପ ମୋ ପାଇଁ ଥିଲା ସ୍ପେଶାଲ । ଖାସ୍ କରି ଅଷ୍ଟ୍ରେଲିଆ ବିପକ୍ଷରେ ମାରିଥିବା ଶତକ ମୋ ପାଇଁ ବହୁତ ପ୍ରେରଣଦାୟୀ ।
ପାଖେଇ ଆସୁଛି ବିଶ୍ୱକପ୍ ଆଉ ୧୦୦ ଦିନ ବାକି ରହିଛି । ଚଳିତ ବିଶ୍ୱକପ୍ର ଆୟୋଜକ ରହିଛି ଭାରତ । ଗତ ବିଶ୍ୱକପ୍ରେ ସେମିଫାଇନାଲ୍ରେ ଭାରତ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା । ଯାହାଫଳରେ କି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା । ୨୦୧୯ ବିଶ୍ୱକପ୍ର କିଛି ହୃହୟସ୍ପର୍ଶୀ କଥା କହିଛନ୍ତି ଶିଖର ଧାଓ୍ୱାନ ।
ସେ କହିଛନ୍ତି ଯେ, ବିଶ୍ୱକପ୍ରେ ଟିମ୍ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ମୋ ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ଶତକ ବହୁତ ଖାସ୍ ଥିଲା । କାହିଁକି ସେହି ମ୍ୟାଚ୍ରେ ମୋ ହାତ ଭାଙ୍ଗିଯାଇଥିଲା । ମୁଁ ମାତ୍ର ୨୫ ରନ୍ କରିଥିବା ବେଳେ ମୋ ହାତରେ ଆଘାତ ଲାଗିଥିଲା । ଯାହାଫଳରେ କି ମୋ ହାତ ଭାଙ୍ଗିଯାଇଥିଲା । ତାପରେ ବି ମୁଁ ଖେଳିଚାଲିଥିଲି । ଶେଷରେ ଶତକ ହାସଲ କରିଥିଲା । ଯାହା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ ।

Related posts

ଦ୍ରୁତ ବୋଲର ମହମଦ ସାମୀଙ୍କ ପତ୍ନୀ ହସିନଙ୍କୁ ଭସôନା କଲେ ସୁପ୍ରିମ କୋର୍ଟ…

Odisha Sports Bureau

ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମହାମୁକାବିଲା

Odisha Sports Bureau

ଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି ଦାୟିତ୍ୱ

Odisha Sports Bureau