Cricket

ଏସିଆ କପରୁ ବି ବାଦ୍ ପଡିପାରନ୍ତି ଶ୍ରେୟସ ଆୟର

ମୁମ୍ବାଇ : ଏସିଆ କପରୁ ବି ବାଦ୍ ପଡିପାରନ୍ତି ଶ୍ରେୟସ ଆୟର । ପିଠିରେ ଅସ୍ତ୍ରୋପଚାର କରାଇବା ପରେ ଏନ୍ସିଏରେ ଫିଟ୍ନେସ ପ୍ରସ୍ତୁତି ଚଳାଇଥିବା ଭାରତର ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟରଙ୍କ ଏସିଅ। କପ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେ ଏପର୍ଯ୍ୟନ୍ତ ପୁରା ଫିଟ୍ ହୋଇପାରିନାହାନ୍ତି । ଅସ୍ତ୍ରୋପଚାର ସତ୍ତ୍ୱେ ସେ ଏବେବି ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ଗତ ଏପ୍ରିଲ୍ ମାସ ଲଣ୍ଡନର ଏକ ମେଡିକାଲରେ ଶ୍ରେୟସଙ୍କ ପିଠିରେ ଅସ୍ତ୍ରୋପଚାର କରାଇଥିଲେ ନିକଟରେ ଅ ।ୟର ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ବିଷୟ ଏନସିଏ ଡାକ୍ତରଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ଏକ ଇଞ୍ଜେକସନ୍ ଦିଅ ।ଯାଇଥିଲା ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଏସିଅ । କପ୍ କ୍ରୀଡ଼ାସୂଚୀ ରହିଛି । ଏହି ସମୟ ବେଳକୁ ଅ ।ୟର ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବେ ସେ ଏସିଅ । କପ୍ ବେଳକୁ ପ୍ôରୟାବର୍ତ୍ତନ କରିବା ନେଇ ଅ।ଶା ବାନ୍ଧିଥିଲେ କିନ୍ତୁ ପିଠି ସମସ୍ୟା ଏବେବି ତାଙ୍କ ପ୍ରତ୍ୟାବର୍ତ୍ତନରେ ବାଧକ ସାଜିଛି । ପତ୍ନୀଙ୍କ ସାମ୍ନାରେ ଧୋନିଙ୍କୁ ଚକୋଲେଟ୍ ଦେଲେ ଏୟାର ହୋଷ୍ଟେସ୍, ଭିଡିଓ ଭାଇରାଲ୍ । ସେହିପରି ଅ ।ଗାମୀ ଦିନିକିଆ ବିଶ୍ୱ କପ ପୂର୍ବରୁ ସେ ଫିଟ୍ ହୋଇଯିବାର ସମ୍ଭାବନା ରହିଛି । ବିଶ୍ୱକପ ଆଉ ୩ ମାସରୁ କମ୍ ସମୟ ରହିଛି ଆଗାମୀ ଅକ୍ଟୋବର ୫ତାରିଖରୁ ବିଶ୍ୱକପ୍ ଅ।ରମ୍ଭ ହୋଇ ନଭେମ୍ବର ୯ ତାରିଖ ଶେଷ ହେବ ।

Related posts

ଶିଖର ଧାୱାନଙ୍କ ମନର କଥା

ଦାଦାଙ୍କ ଉପରେ ଜୟଙ୍କ ବିଜୟ

Odisha Sports Bureau

ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡ ମହିଳା ଦଳକୁ ଚାରି ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

Odisha Sports Bureau