Accounting

ଅଲମ୍ପିକ ବିଜେତାଙ୍କୁ କ୍ରୀଡାମନ୍ତ୍ରୀଙ୍କ ପୁରସ୍କାର

ଭୁବନେଶ୍ୱର: ବର୍ଲିନରେ ଅନୁଷ୍ଠିତହୋଇଥିଲା ଗ୍ରୀଷ୍ମକାଳୀନ ବିଶ୍ୱ ଅଲମ୍ପିକ( ୨୦୨୩) ।ଏହି ଖେଳରେ ଓଡିଶାରୁ ଖେଳି ପଦକ ଜିତିଥିବା ଖେଳାଳିଙ୍କୁ ସୁବେଛା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ । ଯେଉଁମାନେ ପଦକ ଜିତିଛନ୍ତି ତାଙ୍କୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ନଗଦ ପୁରସ୍କାର ପ୍ରଦାନ କରିଛନ୍ତି ।ତାଙ୍କ ସହ DSYS OSD  ସିଦ୍ଧାର୍ଥ ସାଧୁ ଏବଂ ପ୍ରଶିକ୍ଷକମାନେ ଉପସ୍ଥାପିତ ଥିଲେ।
ପଦକ ଜିତିଛନ୍ତି ଆରିଦିତା ଚକ୍ରବର୍ତ୍ତୀ, ବୈଶବ ରାଜପାଲିଆ,କଳ୍ପନା ଜେନା, ଜ୍ୟୋତି ରଂଜନ ଓଝା, ଶିବାନୀ ପ୍ରିୟଦର୍ଶିନୀ ଏବଂ ମମଲି ନାଗଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛନ୍ତି।

 

Related posts

ଭାରତର ଐତିହାସିକ ବିଜୟକୁ ନେଇ ବାଲୁକାକୃତିରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Odisha Sports Bureau