Cricket

ଏସିଆ କପ୍‌ : ରବିବାର ଭାରତ-ପାକ୍‌ ଲଢ଼େଇ

ନୂଆଦିଲ୍ଲୀ : କଲମ୍ବୋରେ ରବିବାର ଭାରତ-ପାକ୍‌ ଲଢ଼େଇ ହେବ | କଲମ୍ବୋର ଆର୍‌ ପ୍ରେମାଦାସା ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିମାନେ ଗୁରୁବାର ଇନ୍‌ଡୋରରେ ଅଭ୍ୟାସ କରିଛନ୍ତି। କଲମ୍ବୋରେ ପ୍ରବଳ ବର୍ଷା ହେଉଥିବାରୁ ନଣ୍ଡସ୍କ୍ରିପ୍ଟସ୍‌ କ୍ରିକେଟ୍‌ କ୍ଲବ୍‌ସ୍ଥିତ ଗାମିନି ଦିସାନାୟକ ଇ‌ନ୍‌ଡୋର କ୍ରିକେଟ୍‌ ନେଟ୍ସରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିଥିଲେ। ରବିବାର କଲମ୍ବୋରେ ବର୍ଷା ହେବା ସମ୍ଭାବନା ୬୦ରୁ ୧୦୦ ପ୍ରତିଶତ ରହିଛି। ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିଙ୍କ ମ୍ୟାଚ ଦେଖିବାକୁ ପୁରା ବିଶ୍ୱ ବସି ଚାହିଁ ରହିଛନ୍ତି |

Related posts

ମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀ

Odisha Sports Bureau

ଭାରତ ବିପକ୍ଷରେ ଖେଳିବେନି ୱିଲିୟମସନ

Odisha Sports Bureau

ଭାରତ- ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ

Odisha Sports Bureau