Cricket

ଜୁନରେ ବାରବାଟୀ ଷ୍ଟାଡିଅମରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦

କଟକ: ଆସନ୍ତା ଜୁନ ମାସରେ ବାରବାଟୀ ଷ୍ଟାଡିଅମରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଏନେଇ BCCI ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି। ଫେବ୍ରୁଆରୀ ୧୫ରେ ହେବାକୁ ଥିବା ଟି-ଟ୍ୱେଣ୍ଟିଂ ବାତିଲ ହୋଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଓ ଇଣ୍ଡିଆ ମ୍ୟାଚରେ ପରିବର୍ତ୍ତନ କରାଯାଇଥିଲା । ଏବେ କିନ୍ତୁ ଜୁନ ମାସରେ ମ୍ୟାଚ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

Related posts

ମାଂଦପେଶୀ ଜନିତ ଆଘାତ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ବାଦ ପଡିଲେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର

Odisha Sports Bureau

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରନ୍ତି ଗୌତମ ଗମ୍ଭୀର !

କ୍ରିକେଟର ବସନ୍ତ ରାୟଜୀଙ୍କ ୧୦୦ ବର୍ଷରେ ନିଧନ

Odisha Sports Bureau