More Sportsଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତOdisha Sports BureauAugust 9, 2021 by Odisha Sports BureauAugust 9, 20210296 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା । ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖି ଘରକୁ ଫେରିଥିବା ଏହି ଉଡ୍ଡୀୟମାନ ଖେଳାଳୀମାନଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି...
More Sportsନୀରଜଙ୍କୁ ମିଳିଲା ସ୍ୱର୍ଣ୍ଣOdisha Sports BureauAugust 7, 2021 by Odisha Sports BureauAugust 7, 20210173 ଟୋକିଓ(ଓଡିଶା ସ୍ପୋର୍ଟସ): ଶେଷ ହେଲା ଦୀର୍ଘ ଶହେ ବର୍ଷର ଅପେକ୍ଷା । ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ପ୍ରତିଯୋଗୀ । ଭାରତ ପାଇଁ ଗୌରବ ପାଲଟିଛନ୍ତି ୨୩ ବର୍ଷୀୟ ଆଥଲେଟିକ୍ସ ନୀରଜ...
More Sportsଭାରତ ପାଇଁ ନୀରଜ ଆଣିବେ ସ୍ୱର୍ଣ୍ଣ !!!Odisha Sports BureauAugust 7, 2021 by Odisha Sports BureauAugust 7, 20210148 ଟୋକିଓ(ଓଡିଶା ସ୍ପୋର୍ଟସ): ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଦ୍ୱିଗୁଣିତ କରିଛନ୍ତି ଭାରତୀୟ ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ...
More Sportsଅଲିମ୍ପିକରେ ଭାରତକୁ ପ୍ରଥମ ପଦକOdisha Sports BureauJuly 24, 2021July 24, 2021 by Odisha Sports BureauJuly 24, 2021July 24, 20210270 ଜାପାନ(ଓଡିଶା ସ୍ପୋର୍ଟସ): ଟୋକିଓ ଅଲିମ୍ପିକରେ ରୋପ୍ୟ ପଦକ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଭାରୋତ୍ତଳନରେ ଦେଶ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି ମୀରା ବାଈ ଚାନୁ । ଏହି ପଦକ...
More Sportsଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଦୀପିକାOdisha Sports BureauJuly 23, 2021 by Odisha Sports BureauJuly 23, 20210121 ଟୋକିଓ(ଓଡିଶା ସ୍ପୋର୍ଟସ): ବାଜିଲା ଯୁଦ୍ଧର ବିଗୁଲ । ଟୋକିଓରେ ବିଶ୍ୱ ଅଲିମ୍ପିକ୍ସ କ୍ରୀଡାର ଶୁଭାରମ୍ଭ ମାତ୍ର କିଛି ସମୟ ମଧ୍ୟରେ ହେବାକୁ ଯାଉଛି । ଅଲିମ୍ପିକ୍ସରେ ପ୍ରଥମ ଦିନରେ ହିଁ ଭାରତର ଖେଳାଳୀମାନଙ୍କୁ ନିଜ...
More Sportsଟୋକିଓରେ ୮୮ ଜଣିଆ ଭାରତୀୟ ଦଳOdisha Sports BureauJuly 19, 2021 by Odisha Sports BureauJuly 19, 20210138 ଟୋକିଓ(ଓଡିଶା ସ୍ପୋର୍ଟସ): କୋରୋନା ମହାମାରୀ ଭିତରେ ଚାଲୁ ରହିଥିବା ଟୋକିଓ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଟୋକିସରେ ପହଞ୍ଚିଛି ୮୮ ଜଣିଆ ଭାରତୀୟ...