Cricketଅର୍ଶଦୀପ ସିଂଙ୍କ ବଲ୍ରେ ଭାଙ୍ଗିଲା ଷ୍ଟମ୍ପ, ଯାହାର ମୂଲ୍ୟ ୩୨ ରୁ ୪୧ ଲକ୍ଷ ଟଙ୍କାOdisha Sports BureauApril 24, 2023 by Odisha Sports BureauApril 24, 20230107 ମୁମ୍ବାଇ: ୱାଙ୍ଖ୍ଡେ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ୨୧୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରୋହିତ ଶର୍ମାଙ୍କ ନେତୃ୍ତ୍ବାଧୀନ ମୁମ୍ବାଇ ୬ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ...