ସିରାଜଙ୍କ ନୂଆ ଘରେ ବିରାଟଙ୍କ ସମେତ ପୁରା ଆରସିବି ଟିମ୍
ହାଇଦ୍ରାବାଦ:ଗୁରୁବାର ଦିନ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହାଇଦ୍ରାବାଦ ବିପକ୍ଷରେ ଥିବା ଆଇପିଏଲ୍ ମ୍ୟାଚ୍ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବେ ହାଇଦ୍ରାବାଦ୍ରେ ଅଛି। ବିରାଟଙ୍କ ସମେତ ପୁରା ଆରସିବି ଟିମ୍ ପହଞ୍ଚିଛି ହାଇଦ୍ରାବାଦରେ...