Cricketଘରୋଇ ପିଚରେ ଚେନ୍ନାଇକୁ ରୋକିଲା କୋଲକାତାOdisha Sports BureauMay 15, 2023 by Odisha Sports BureauMay 15, 2023084 ଚେନ୍ନାଇ : ରବିବାର ଚେପକରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ରୋକିଛି କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ଦ୍ୱାରରେ ଥିବା ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା...
Cricketଚେନ୍ନଇ ସୁପର କିଙ୍ଗ୍ସର ପ୍ଲେ ଅଫ୍ ଆଶା ଉଜ୍ଜିବିତOdisha Sports BureauMay 11, 2023 by Odisha Sports BureauMay 11, 2023071 ଚେନ୍ନଇ : ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ପ୍ରଥମ ମ୍ୟାଚରେ ଚେନ୍ନଇ ସୁପର କିଙ୍ଗ୍ସ ବିଜୟ ଲାଭ କରିଛି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନଇ...
Cricketଧୋନୀଙ୍କ ପରି ଅଧିନାୟକ କେହି ନାହାନ୍ତି, କି ଆଗକୁ ଆସିବେ ନାହିଁOdisha Sports BureauApril 18, 2023 by Odisha Sports BureauApril 18, 20230104 ମୁମ୍ବାଇ: ଗାଭାସ୍କର କହିଛନ୍ତି ଧୋନୀ ହେଉଛନ୍ତି ଭାରତର ଶ୍ରେଷ୍ଠ ଅଧିନାୟକ । ସେ କହିଛନ୍ତି ଯେ ଧୋନୀଙ୍କ ପରି ଅଧିନାୟକ କେହି ନାହାନ୍ତି, କି ଆଗକୁ ଆସିବେ ନାହିଁ । ଗାଭାସ୍କର ନିଜ ବୟାନରେ...
Cricketବୃଦ୍ଧଙ୍କ ଇଚ୍ଛା ପୂରା କରିଲେ ,ହୃଦୟ ଜିତିଲା ମାହିOdisha Sports BureauApril 15, 2023 by Odisha Sports BureauApril 15, 2023098 କ୍ୟାପଟେନ କୁଲ ଧୋନି ସବୁବେଳେ କିଛିନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କର କ୍ୟାପଟେନ ସି ହେଉ କିମ୍ବା ହେଲିକପ୍ଟର ସଟ ସବୁବେଳେ ଲୋକଙ୍କୁ ଆକୃଷ୍ଟ କରିଛି । ଏବେ ମହେନ୍ଦ୍ର...
Cricketଆଇପିଏଲ ୨୦୨୨: ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁOdisha Sports BureauMarch 26, 2022 by Odisha Sports BureauMarch 26, 20220266 ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ମହାସମର ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ। ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବାକୁ ଯାଉଥିବା ବେଳେ ଛକା ଚୌକା ସାଙ୍ଗକୁ ଦେଖିବାକୁ ମିଳିବ କ୍ରିକେଟର...
Cricketଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର Odisha Sports BureauDecember 20, 2021 by Odisha Sports BureauDecember 20, 20210217 ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ...
Cricketଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱOdisha Sports BureauDecember 2, 2021 by Odisha Sports BureauDecember 2, 20210135 ଚେନ୍ନାଇ: ଆଇପିଏଲ-୨୦୨୨ ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ ଘୋଷଣା କରିଛନ୍ତି ନିଜ ନିଜର ରିଟେନସନ ଲିଷ୍ଟ । ଗତ ସିଜନର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଜଣ ପୁରୁଣା ଖେଳାଳୀଙ୍କୁ...
Cricketଧୋନୀଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳୀOdisha Sports BureauNovember 23, 2021November 23, 2021 by Odisha Sports BureauNovember 23, 2021November 23, 20210322 ନୂଆଦିଲ୍ଲୀ: କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ଅବସର ନେବା ପରେ ତାଙ୍କ ବିକଳ୍ପ ଖୋଜୁଛି ଭାରତୀୟ କ୍ରିକେଟ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିକେଟ କିପର ରିଷଭ ପନ୍ତଙ୍କ ଉପରେ ବେଶ କିଛି ଆଶା...
Cricketକ’ଣ ହେବ ମାହିଙ୍କ IPL କ୍ୟାରିୟର ??Odisha Sports BureauNovember 21, 2021November 21, 2021 by Odisha Sports BureauNovember 21, 2021November 21, 20210143 ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ଚମ୍ପିଆନ ଦଳ ଚେନ୍ନାଇ ପାଳନ କରିଛି ବିଜୟ ଉତ୍ସବ । ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ପରେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ଭାବେ ୟୁଏଇରେ...
Cricketଫାଇନାଲରେ CSKର ଗ୍ରାଣ୍ଡ ଏଣ୍ଟ୍ରିOdisha Sports BureauOctober 11, 2021 by Odisha Sports BureauOctober 11, 20210101 ନୂଆଦିଲ୍ଲୀ: ପୁଣି ଦଳ ସହିତ ପୁରୁଣା ଫର୍ମକୁ ଫେରିଲେ କ୍ୟାପ୍ଟେନ କୁଲ । ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ । ଏହା...