ଜାତୀୟ କ୍ରୀଡ଼ାରେ ପଦକ ବିଜେତାଙ୍କୁ ନଗଦ ପ୍ରୋତ୍ସାହନ ; ଓଡ଼ିଶା ଦଳରେ ୩୧ଟି ବିଭାଗରେ ୩୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆସନ୍ତା ଅକ୍ଟୋବର ୨୬ତାରିଖରୁ ଗୋଆରେ ଆରମ୍ଭ ହେବାକୁ ଥିବା ଜାତୀୟ କ୍ରୀଡ଼ାର ୩୭ତମ ସଂସ୍କରଣର ପଦକ ବିଜେତାଙ୍କୁ ନଗଦ...