Hockeyଲାକ୍ରା ହେବେ ଉପ ଅଧିନାୟକOdisha Sports BureauJune 22, 2021 by Odisha Sports BureauJune 22, 20210174 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ହକି ଦଳରେ ଓଡିଆଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମେ ମହିଳା ହକି ଦଳରେ ଦୀପ ଗ୍ରେସ ଏକ୍କା ଉପ ଅଧିନାୟକ ଭାବେ ବିବେଚିତ ହେବା...
Hockeyଓଡିଶା ହକିଦଳ ଘୋଷିତOdisha Sports BureauJanuary 29, 2019 by Odisha Sports BureauJanuary 29, 201901087 (ଓଡିଶା ସ୍ପୋର୍ଟ): ସୋମବାର ହକି ଓଡ଼ିଶା ପକ୍ଷରୁ ରାଜ୍ୟ ଦଳ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ୍(ଡିଭିଜନ-ଏ) ଅନୁଷ୍ଠିତ ହେବ। ଆସନ୍ତା ୩୧ରୁ ଫେବୃୟାରୀ ୧୦ ତାରିଖ ପର୍ୟ୍ୟନ୍ତ...
Hockeyଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲOdisha Sports BureauNovember 8, 2018 by Odisha Sports BureauNovember 8, 20180733 ଓଡିଶା ସରକାରଙ୍କ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ପୁରୁଷ ହକି ବିଶ୍ୱକପ୍ , ୨୦୧୮ ପାଇଁ ଏକ ଓଡିଆ ଗୀତକୁ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଓଡିଶାରେ ହକି ମାନିଆକୁ...
Hockeyହକି ବିଶ୍ୱକପ୍ ପାଇଁ ଅଷ୍ଟ୍ରେଳିଆ ଦଳ ଘୋଷିତOdisha Sports BureauNovember 7, 2018 by Odisha Sports BureauNovember 7, 20180700 ( ଓଡ଼ିଶା ର୍ସ୍ପୋଟ): ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ୟ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ହକି ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି। ବିଶ୍ୱର ନମ୍ବର ଓ୍ବାନ ଦଳ ଅଷ୍ଟ୍ରେଲିଆ ବିଶ୍ୱକପର...
Hockeyହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜନ ହେବ ପ୍ରଦର୍ଶନୀ ହକି ମ୍ୟାଚ୍Odisha Sports BureauOctober 31, 2018October 31, 2018 by Odisha Sports BureauOctober 31, 2018October 31, 201801269 (ଆଦର୍ଶ ରାଉତ): ଆସନ୍ତା କାଲି ଓଡ଼ିଶା ଏକାଦଶ ଓ ନିୟୂ ସାଉ୍ଥ୍ ୱେଲସ୍ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜନ ହେବ । ଏନେଇ ଆଜି ଏକ ସାମ୍ବାଦିକ...