Cricketଓଭାଲରେ ବିରାଟ ରେକର୍ଡOdisha Sports BureauSeptember 7, 2021 by Odisha Sports BureauSeptember 7, 20210128 ନୂଆଦିଲ୍ଲୀ: ଓଭାଲରେ ଭାରତର ବିଜୟ ପାଲଟିଛି ଏକ ଐତିହାସିକ ବିଜୟ । ୧୫୭ ରନରେ ିଂଲଣ୍ଡକୁ ହରାଇବା ସହ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷରରେ ଭାରତ ନାମକୁ ଲିପିବଦ୍ଧ କରାଇଛି ବିରାଟ ବାହିନୀ ।...
Cricketମ୍ୟାଚ ମଝିରେ ରାହୁଲଙ୍କୁ ଝଟକାOdisha Sports BureauSeptember 6, 2021 by Odisha Sports BureauSeptember 6, 20210118 ଓଭାଲ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଓପନର ଲୋକେଶ ରାହୁଲଙ୍କୁ ଆଇସିସି ତରଫରୁ ଏକ ଶକ୍ତ ଝଟକା ଲାଗିଛି । ମ୍ୟାଚର ପଞ୍ଚମ ତଥା ଶେଷ ଦିନ ଚାଲୁ ରହିଥିବା ବେଳେ ରାହୁଲଙ୍କୁ...
Cricketଶେଷ ଦିନରେ ଓଭାଲ ଟେଷ୍ଟOdisha Sports BureauSeptember 6, 2021 by Odisha Sports BureauSeptember 6, 20210117 ଓଭାଲ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ମ୍ୟାଚ । ଶେଷ ଦିନରେ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ଉଭୟ ଦଳ ନିକଟରେ ଜିତିବାର ଆଶା ରହିଥିବା ବେଳେ...
Cricketଓଭାଲରେ ବିରାଟ ରେକର୍ଡOdisha Sports BureauSeptember 3, 2021September 3, 2021 by Odisha Sports BureauSeptember 3, 2021September 3, 20210123 ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ପ୍ରଥମ ଇନିଂସରେ ଭାରତର ଦୁଇ ଜଣ ଖେଳାଳୀ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ଶାର୍ଦ୍ଦୁଳ ଠାକୁର ବିଶ୍ୱ ରେକର୍ଡରେ ସ୍ଥାନ...
Cricketସମ୍ମାନ ରଖିଲେ ଶାର୍ଦ୍ଦୁଳOdisha Sports BureauSeptember 3, 2021September 3, 2021 by Odisha Sports BureauSeptember 3, 2021September 3, 20210333 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ,...
Cricketଚିନ୍ତାରେ ବିରାଟOdisha Sports BureauAugust 31, 2021 by Odisha Sports BureauAugust 31, 20210308 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ରେ ସମାନ ସ୍ଥିତିରେ ରହିଛି । ତେବେ ତୃତୀୟ ମ୍ୟାଚରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆର ଚିନ୍ତା...
Cricketଓଡିଆ ଖେଳାଳୀଙ୍କ ଘରବାହୁଡାOdisha Sports BureauAugust 31, 2021 by Odisha Sports BureauAugust 31, 20210152 ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ...
Cricketବିବାଦରେ ପନ୍ତଙ୍କ ଗ୍ଲୋଭସOdisha Sports BureauAugust 27, 2021 by Odisha Sports BureauAugust 27, 20210138 ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ ।...
Cricketତୃତୀୟ ମ୍ୟାଚରେ ଇଂଲଣ୍ଡର କମବ୍ୟାକOdisha Sports BureauAugust 25, 2021 by Odisha Sports BureauAugust 25, 20210291 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମନା କରିଛି ଭାରତୀୟ ଦଳ । ଟସ ଜିତି ବିରାଟ କୋହଲୀଙ୍କର ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଫେଲ ହୋଇଛି ।...
Cricketଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆଜିOdisha Sports BureauAugust 25, 2021August 25, 2021 by Odisha Sports BureauAugust 25, 2021August 25, 20210109 ନୂଆଦିଲ୍ଲୀ: ଆଜିଠୁ ଆରମ୍ବ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ । ଲର୍ଡ୍ସରେ ରୋମାଞ୍ଚକର ଏକ ଐତିହାସିକ ବିଜୟ ପରେ ଆତ୍ମବିଶ୍ୱାସ ଭରା ଟିମ ଇଣ୍ଡିଆ ଦ୍ୱିତୀୟ ବିଜୟ ଆଶାରେ ମଇଦାନକୁ ଓହ୍ଲାଇବ...