Tag : indian cricket team

Cricket

ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ!

Odisha Sports Bureau
କଟକ : ଚଳିତ ବିଶ୍ବକପ୍‌ରେ ବାରବାଟୀ ଷ୍ଟାଡିୟମକୁ ଗୋଟିଏ ବି ମ୍ୟାଚ୍ ମିଳି ନଥିବାରୁ ନିରାଶ ହୋଇଥିବା ଓଡ଼ିଶାର କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପୁଣି ଥରେ ଖୁସି ଖବର ଆଣିବାକୁ...
Cricket

ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା

Odisha Sports Bureau
ମୁମ୍ବାଇ : ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା | ବିଶ୍ୱକପରେ ଅନେକ ଖେଳାଳି ନିଜ ନିଜର ସ୍ୱତନ୍ତ୍ର ରେକର୍ଡ ଜାହିର କରିଚାଲିଛନ୍ତି । କିନ୍ତୁ ହିଟମ୍ୟାନଙ୍କ ହିଟ...
Cricket

ଦକ୍ଷିଣ ଆଫ୍ରିକା ୨୪୩ ରନ୍‌‌ରେ ପରାସ୍ତ କଲା ଭାରତ

Odisha Sports Bureau
ଇଡେନ୍‌ରେ ଟେବୁଲ୍‌ ଟପ୍ପରଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବାନୁମାନ ଥିଲା। ଫାଇନାଲ୍ ପୂର୍ବରୁ ଏହା ଡ୍ରେସ୍ ରିହରସାଲ୍‌ ସଦୃଶ ରହିବ ବୋଲି ଅନେକ କ୍ରିକେଟ୍ ବିଶାରଦ କହୁଥିଲେ। କିନ୍ତୁ ଭାରତର ବୋଲିଂ...
Cricket

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ

Odisha Sports Bureau
ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ...
Cricket

ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲା

Odisha Sports Bureau
ନୂଆଦିଲ୍ଲୀ: ବିଶ୍ୱକପ କ୍ରିିକେଟ୍ ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ମୁକାବିଲା ଚାଲିଛି । ଆଇସିସି କ୍ରିକେଟ ବିଶ୍ୱକପ ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଭାରତ ବିପକ୍ଷରେ ବ୍ୟାଟିଙ୍ଗ କରୁଛି । ସୂଚନା...
Cricket

ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍‌

Odisha Sports Bureau
ନୂଆଦିଲ୍ଲୀ : ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଶନିବାର ବର୍ଷାପଡ଼ା ଗ୍ରାଉଣ୍ଡ୍‌ରେ ଆୟୋଜକ ଦଳ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡକୁ ସାମ୍ନା କରିବ । ଭାରତୀୟ କ୍ରିକେଟ୍‌ପ୍ରେମୀ ବହୁ...
Cricket

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା

Odisha Sports Bureau
ବିଶ୍ବକପ୍‌ ପାଖେଇ ଆସିଛି, ଆଉ ଯେଉଁ ଦଳ ସହ ଭାରତ ଅକ୍ଟୋବର ୮ ତାରିଖରେ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ସେହି ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ସହ ଶୁକ୍ରବାରଠାରୁ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା...
Cricket

ପରସ୍ପରକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ ଭାରତ ଏବଂ ଶ୍ରୀଲଙ୍କା

Odisha Sports Bureau
ବ୍ୟୁରୋ: ଏସିଆ କପର ଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ସୁପର -୪ର ଶେଷ ମ୍ୟାଚରେ ଭାରତ ବାଲାଂଦେଶଠାରୁ ହାରିଥିବା ବେଳେ ଶ୍ରୀଲଙ୍କା ପାକିସ୍ତାନ ଠାରୁ ରୋମାଞ୍ଚକ ବିଜୟ ହାସଲ କରିଛି । ଆସନ୍ତା...
Cricket

କିଏ ଭାରତର ସଫଳ ଅଧିନାୟକ?

Odisha Sports Bureau
ନୂଅ।ଦିଲ୍ଲୀ: ଦିନିକିଅ। ବିଶ୍କପକୁ ଅ।ଉ ମାତ୍ର ଗୋଟିଏ ମାସ ବାକି ରହିଛି | ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା | ପ୍ରଥମ ଥର...
Cricket

ବିରାଟଙ୍କ ଏକାଧିକ କୀର୍ତ୍ତିମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

Odisha Sports Bureau
କଲମ୍ବୋ : ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଥିବା ବିରାଟ କୋହଲି ଏକାଧିକ କୀର୍ତିମାନ ହାସଲ କରିଛନ୍ତି । ଏସିଅ । କପର ସୁପର ୪ର ମ୍ୟାଚରେ ବିରାଟ ଅପରାଜିତ ୧୨୨ ରନର...