Cricketଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ହେଲେ ଇଂଲଣ୍ଡର ସାମ୍ କରନOdisha Sports BureauDecember 24, 2022December 24, 2022 by Odisha Sports BureauDecember 24, 2022December 24, 2022099 ନୂଆଦିଲ୍ଲୀ : ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ଇଂଲଣ୍ଡର ସାମ୍ କରନ। ଆଇପିଏଲ୍ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଇଂଲଣ୍ଡ ଅଲ୍ରାଉଣ୍ଡର ସାମ୍ କରନ୍ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ନିଲାମ...
Cricketଆସନ୍ତା ବର୍ଷ ମାର୍ଚ୍ଚ ୭ରୁ ମହିଳା କ୍ରିକେଟ ଆଇପିଏଲ୍ ଆରମ୍ଭOdisha Sports BureauDecember 6, 2022 by Odisha Sports BureauDecember 6, 2022099 ମୁମ୍ବାଇ : ଏବେ କ୍ରିକେଟରେ ଯୋଡି ହେବ ଊକ ନୂଆ ଫର୍ବ୍ଦ । କାରଣ ଭାରତୀୟ ମହିଳା କ୍ରିକେଟ ଆସନ୍ତା ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗର । ବିସିସିଆଇ ପକ୍ଷରୁ...
Cricketଅଢେଇ ମାସ ପାଇଁ ଖେଳାଯିବ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ !Odisha Sports BureauJuly 16, 2022 by Odisha Sports BureauJuly 16, 2022097 ନୂଆଦିଲ୍ଲୀ: କ୍ରିକେଟ୍ ଫ୍ୟାନ୍ସମାନଙ୍କର ବଡ଼ ଖବର । ଏଣିକି କେବଳ ୨ ମାସ ନୁହେଁ ବରଂ ଅଢେଇ ମାସ ଧରି ଖେଳାଯିବ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିିପାଇଁ ଇଣ୍ଟରନ୍ୟାସନାଲ...
Cricketଆଇପିଏଲ୍ ୨୦୨୨Odisha Sports BureauJune 13, 2022 by Odisha Sports BureauJune 13, 20220108 ମୁମ୍ବାଇ: ଆଇପିଏଲ୍ ମାଚ୍ ପାଇଁ ସବୁବେଳେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ରହିଥାଏ । କେତେବେଳେ ଖେଳାଳି ନିଲାମିକୁ ନେଇ ତ ପୁଣି କେତେବେଳେ ଖେଳ ପ୍ରସାରଣର ନିଲାମି କିଏ ପାଇବ ସେଇ ଉକ୍ରଣ୍ଠା...
Cricketନବ କଳେବର ହେବ ବାରବାଟୀ ଷ୍ଟାଡ଼ିୟମOdisha Sports BureauMay 19, 2022 by Odisha Sports BureauMay 19, 20220214 ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମକୁ ଏକ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ...
Cricketରାଜସ୍ଥାନକୁ ହରାଇଲା ଦିଲ୍ଲୀOdisha Sports BureauMay 12, 2022May 12, 2022 by Odisha Sports BureauMay 12, 2022May 12, 2022097 ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇର ଡି ୱାଇ ପାଟିଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ...
Cricketପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କରOdisha Sports BureauMay 6, 2022 by Odisha Sports BureauMay 6, 20220126 ମୁମ୍ବାଇ: ଆଇପିଏଲର ୪୮ ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଆଜି ସନ୍ଧ୍ୟ ୭ଟା ୩୦ରେ ମୁମ୍ବାଇର ଡି ୱାଇ ପଟେଲ ଷ୍ଟାଡିଅମରେ ଖେଳାଯିବ ଏହି ରୋମାଞ୍ଚକ...
Cricketଚେନ୍ନାଇକୁ ୧୩ ରନରେ ହରାଇଲା ବାଙ୍ଗାଲୋରOdisha Sports BureauMay 5, 2022 by Odisha Sports BureauMay 5, 20220114 ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୨ ର ୪୯ତମ ମ୍ୟାଚ୍ରେ ମଇଦାନକୁ ଓହ୍ଲାଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ପଏଣ୍ଟ ଟେବୁଲ୍ର ୬ନଂ ସ୍ଥାନରେ ଆର୍ସିବି ଥିବା ବେଳେ ୮ନଂ ସ୍ଥାନରେ...
Cricketମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ : ଜିତ୍ ସାଙ୍ଗକୁ କନଫର୍ମ ହେବ ପ୍ଲେ-ଅଫ୍ ଟିକେଟOdisha Sports BureauMay 3, 2022 by Odisha Sports BureauMay 3, 20220135 ମୁମ୍ବାଇ: ଆଜି ଆଇପିଏଲ୍ର ୪୮ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍ ଜିତିଲେ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିବ ।...
Cricketମ୍ୟାଚ ଜିତି ପ୍ଲେ ଅଫ ଆଶା ଉଜ୍ଜିବୀତ କଲା ଚେନ୍ନାଇOdisha Sports BureauMay 2, 2022 by Odisha Sports BureauMay 2, 20220115 ବ୍ୟୁରୋ : ଅଧିନାୟକ ପଦ ସମ୍ଭାଳୁ ସମ୍ଭାଳୁ ମ୍ୟାଚ ଜିତାଇଲେ ଧୋନୀ । ଫେରାଇ ଆଣିଲେ ଚେନ୍ନାଇ ର ଚମକ । ଆଇପିଏଲର ୪୬ ତମ ମ୍ୟାଚ ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇ...