Cricketଏମ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ବାଙ୍ଗାଲୋର – ପଞ୍ଜାବOdisha Sports BureauMarch 25, 2024 by Odisha Sports BureauMarch 25, 20240110 ବେଙ୍ଗାଲୁରୁ: ଜମୁଛି ଆଇପିଏଲର ୧୭ ତମ ସଂସ୍କରଣ । ଗତକାଲି ଖେଳାଯାଇଥିବା ୨ଟି ମ୍ୟାଚରେ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବିଜୟ ହୋଇଥିବା ବେଳେ ୨ୟ ମ୍ୟାଚରେ ଜିତିଛି ଗୁଜୁରାଟ ଟାଇଟନ୍ସ । ଏହି...
Footballଭୁବନେଶ୍ୱରରେ ଓଡିଶାର ନୁଆ-ଓ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛିOdisha Sports BureauFebruary 1, 2024 by Odisha Sports BureauFebruary 1, 20240129 ଭୁବନେଶ୍ୱର : ବ୍ଲକ ଏବଂ ଜିଲ୍ଲା ସ୍ତରରେ ନୁଆ ଓ ସ୍ପୋର୍ଟସ ଚାମ୍ପିଅନସିପର ସଫଳତା ପରେ ରାଜ୍ୟବ୍ୟାପୀ ଯୁବ ଯୋଗଦାନ ପଦକ୍ଷେପ ଗୁରୁବାର ଦିନ ରାଜ୍ୟ ସ୍ତରରେ ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦେଖିଛି।...
Cricketରଣଜୀ ଟ୍ରଫିରେ ଓଡିଶାର ବଡ ବିଜୟOdisha Sports BureauJanuary 29, 2024 by Odisha Sports BureauJanuary 29, 2024093 ନୂଆଦିଲ୍ଲୀ: ପ୍ରଥମ ଇନିଂରେ ପଛୁଆ ରହିଥିବା ଓଡିଶା ଏବେ ହିମାଚଳ ପ୍ରଦେଶ ବିପକ୍ଷରେ ହାସଲ କରିଛି ବଡ ବିଜୟ । କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ହିମାଚଳ ପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ୍ ‘ଡି’...
Karateଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛି ଟିଟିଲାଗଡ଼Odisha Sports BureauJanuary 10, 2024 by Odisha Sports BureauJanuary 10, 20240100 ଟିଟିଲାଗଡ /ପ୍ରଶାନ୍ତ କୁମାର ମେହେର : ଇଣ୍ଟରନେସନାଳ ଓପନ କରାଟେ ଚାମ୍ପିୟନସିପରେ ଓଡିଶା କୁ ମିଳିଛି ବଡ଼ ସଫଳତା l ଗତ ଜାନୟାରୀ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟ ଗ୍ରିଡ଼ିହି...
volleyballଏକ ଦିବସୀୟ “ସାନୁ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ’ ଅନୁଷ୍ଠିତOdisha Sports BureauJanuary 8, 2024 by Odisha Sports BureauJanuary 8, 2024088 ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଭଲିବଲ ଖେଳର ପ୍ରଚାର ଓ ପ୍ରସାର ଓ ଲୋକପ୍ରିୟ ପାଇଁ ଅଣ୍ଟା ଭିଡିଛନ୍ତି ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହା ଗ୍ରାମର ଯୁବଗୋଷ୍ଠୀ । କିଛି ବର୍ଷ ପୂର୍ବେ ମହୁଲଡିହା ଗ୍ରାମର...
Cricket୨୦୨୪ରେ ଟିମ ଇଣ୍ଡିଆକୁ ନାହିଁ ଆରାମOdisha Sports BureauJanuary 1, 2024 by Odisha Sports BureauJanuary 1, 20240135 ଆରମ୍ଭ ହେଲା ନୂଆ ବର୍ଷ । ଧୁମଧାମରେ ୨୦୨୩କୁ ବିଦାୟ ଦେଇ ନୂଅ ବର୍ଷକୁ ସ୍ୱାଗତ ଜଣାଇଛନ୍ତି ଲୋକ । ସେହିପରି ଭାରତୀୟ କ୍ରିକେଟ ଟିମ ମଧ୍ୟ ନୂଆ ବର୍ଷ ପରେ ନିଜ ବର୍ଷ...
Cricketବିରାଟ କୋହଲିଙ୍କ ନାଁରେ ନୂଆ କୀର୍ତ୍ତିମାନ ,୧୪୬ ବର୍ଷ କ୍ରିକେଟରେ ଇତିହାସରେ ପ୍ରଥମOdisha Sports BureauDecember 30, 2023December 30, 2023 by Odisha Sports BureauDecember 30, 2023December 30, 20230134 ମୁମ୍ବାଇ : ବିରାଟ କୋହଲିଙ୍କ ବିରାଟ ରେକର୍ଡ । ଜଣେ କ୍ରିକେଟ୍ର ଭାବେ ଏପରି ଉପଲବ୍ଧି ହାସଲ କରିବାରେ ବିରାଟ ସାଜିଛନ୍ତି ପ୍ରଥମ ଖେଳାଳି । ଟି-୨୦-ଟେଷ୍ଟ-ଦିନିକିଆ କ୍ରିକେଟ୍କୁ ମିଶାଇ ୭ଟି କ୍ୟାଲେଣ୍ଡର ବର୍ଷରେ...
Footballକନ୍ଧକେଳଗାଁ ଷଷ୍ଠ ତମ ଏସ୍ .ବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତOdisha Sports BureauDecember 25, 2023 by Odisha Sports BureauDecember 25, 20230176 ଟିଟିଲାଗଡ (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଳ ଗାଁ ସାବୁନ ବୁରେଇ ଖେଳ ପଡିଆ ଠାରେ ଏସ୍ ,ବି କ୍ଲବ ଆନୁକୂଳ୍ଯ ଫୁଟବାଳ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି...
Cricketଟେଷ୍ଟ ପୂର୍ବରୁ ଭାରତ ଫେରିଲେ ବିରାଟOdisha Sports BureauDecember 22, 2023December 22, 2023 by Odisha Sports BureauDecember 22, 2023December 22, 20230111 ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଭାରତ ଫେରିଛନ୍ତି । ପରିବାରର କୌଣସି ଜରୁରୀ କାମ ପାଇଁ ବିରାଟ ଦେଶକୁ ଫେରି ଆସିଛନ୍ତି । ତେବେ...
Cricket୨୦୨୪ ଟି- ୨୦ ବିଶ୍ୱକପ୍ , ଖୁବଶୀଘ୍ର କ୍ରୀଡା ସୂଚୀ ଘୋଷଣାOdisha Sports BureauDecember 21, 2023 by Odisha Sports BureauDecember 21, 20230144 ମୁମ୍ବାଇ : ଶେଷ ହେବ ଅପେକ୍ଷା । ଖୁବଶୀଘ୍ର ଘୋଷଣା ହେବ ୨୦୨୪ ଟି-୨୦ ବିଶ୍ୱକପ୍ର କ୍ରୀଡାସୂଚୀ । ଆଇସିସି ଏବଂ ହୋଷ୍ଟ ଦେଶ ପକ୍ଷରୁ ଆସନ୍ତା ସପ୍ତାହ ମଧ୍ୟରେ ଘୋଷଣା କରାଯାଇପାରେ କ୍ରୀଡା...