Cricketଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସOdisha Sports BureauApril 27, 2025 by Odisha Sports BureauApril 27, 2025023 ନୂଆଦିଲ୍ଲୀ: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଆଜି ଦ୍ୱିତୀୟ ମ୍ୟାଚ ଖେଳିବାକୁ ଥିବା ବେଳେ ପୂର୍ବରୁ ଉଭୟ ଦଳ ଭଲ ପ୍ରଦର୍ଶନ କରିଛନ୍ତି । ଅଧିନାୟକ ରଜତ...
Cricketଜସପ୍ରୀତ ବୁମରାହ IPL ଖେଳିପାରିବେନି !Odisha Sports BureauApril 2, 2025 by Odisha Sports BureauApril 2, 2025035 ବ୍ୟୁରୋ; ଜସପ୍ରୀତ ବୁମରାହ IPL ଖେଳିପାରିବେନି । ବୁମରାହଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସେ ଏବେ IPLରେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇପାରି ନାହିଁ । ପୂର୍ବରୁ ସୂଚନା...
Cricketଆଜି ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁOdisha Sports BureauMarch 28, 2025March 28, 2025 by Odisha Sports BureauMarch 28, 2025March 28, 2025029 ଚେନ୍ନାଇ: ଆଇପିଏଲ୍ର ଅଷ୍ଟମ ଲିଗ୍ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିଛନ୍ତି । ଫଳରେ...
Cricket୫ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍Odisha Sports BureauMarch 28, 2025 by Odisha Sports BureauMarch 28, 2025091 ହାଇଦ୍ରାବାଦ : ଚଳିତ ଆଇପିଏଲ୍ରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁରୁବାର ୫ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି। ୧୯୧ ରନ୍ର ବିଜୟ ଲକ୍ଷ୍ୟକୁ ଏହି ଦଳ...
Cricketରାଜସ୍ଥାନ ରୟାଲ୍ସକୁ ୮ ୱିକେଟ୍ରେ ହରାଇଲା କୋଲକାତାରOdisha Sports BureauMarch 27, 2025 by Odisha Sports BureauMarch 27, 2025039 ଚଳିତ ଆଇପିଏଲ୍ରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପ୍ରଥମ ବିଜୟ ହାସଲ କରିଛି। ବୁଧବାର ଏହି ଦଳ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସକୁ ଏକତରଫା ଭାବେ ୮ ୱିକେଟ୍ରେ ହରାଇ ପଏଣ୍ଟ୍...
Cricketମନରେଗା ଯୋଜନାରେ ବଡ଼ ଠକେଇ, କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭାଇଙ୍କୁ ମିଳୁଛି ମଜୁରୀOdisha Sports BureauMarch 26, 2025 by Odisha Sports BureauMarch 26, 2025038 ଭୁବନେଶ୍ୱର;ଉତ୍ତର ପ୍ରଦେଶର ଅମରୋହାରେ ମନରେଗା ଯୋଜନାରେ ହେଉଥିବା ଏକ ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ଖୁଲାସା ପରେ, ଅଧିକାରୀଙ୍କ ଉପରେ ପୁଣି ପ୍ରଶ୍ନ ଉଠାଯାଉଛି। କିନ୍ତୁ, ଏଥର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭାଇଭଉଣୀଙ୍କ...
Cricketଜାଣନ୍ତୁ ଆଇପିଏଲର ୫ଟି ବଡ ବିବାଦOdisha Sports BureauMarch 19, 2025 by Odisha Sports BureauMarch 19, 2025046 ନୂଆଦିଲ୍ଲୀ; ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ IPL । ଇଣ୍ଡିଆନ ପ୍ରମିୟମ୍ ର IPL ଶୁଭାରମ୍ଭକୁ ନେଇ ଉତ୍ସାହିତ ଯେତିକି ଖେଳାଳୀ ଅଛନ୍ତି ସେତିକି କ୍ରିକେଟ୍ ପ୍ରେମୀ ମଧ୍ୟ ରହିଛନ୍ତି । ଏଥର ପ୍ରଥମ...
Cricketଖୁଲାସା କଲେ ଅଶ୍ୱିନୀ;କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେOdisha Sports BureauMarch 18, 2025 by Odisha Sports BureauMarch 18, 2025030 ଭୁବନେଶ୍ୱର; ଖୁଲାସା କଲେ ଅଶ୍ୱିନୀ । କାହିଁକି ଅବସର ନେଲେନି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀ । କଣ ରହିଥିଲା ଭିତିରି ରହସ୍ୟ । ଜାଣନ୍ତୁ କଣ କହୁଛନ୍ତି...
Cricketଭାରତକୁ ଜିତିବା ପାଇଁ ୨୬୫ ରନ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲ୍ରିଆOdisha Sports BureauMarch 4, 2025 by Odisha Sports BureauMarch 4, 2025043 ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୪୯.୩...
Cricket୨୦୨୫ IPL : ଅଜିଙ୍କ୍ୟ ରାହାଣେ ହେଲେ କେକେଆର ଅଧିନାୟକOdisha Sports BureauMarch 3, 2025 by Odisha Sports BureauMarch 3, 2025035 ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସବୁଠାରୁ ପ୍ରିୟ ଦଳ ମଧ୍ୟରୁ ଗୋଟିଏ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଆଇପିଏଲ ୨୦୨୫ ପାଇଁ ଏହାର ନୂତନ ଅଧିନାୟକ ଘୋଷଣା କରିଛି। ଭାରତୀୟ କ୍ରିକେଟ୍ ଦଳରୁ...