Cricketଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।Odisha Sports BureauMarch 20, 2026 by Odisha Sports BureauMarch 20, 2026014 ପାକିସ୍ତାନ ଖେଳାଳିଙ୍କ ପଦର୍ଶନ ଏବେ ଦିନକୁ ଦିନ ଖରାପ ହୋଇ ଚାଲିଛି । ଏପରିକି ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟ ହାରୁଛି ଦଳ । ଏପରିକି ଗତ ୪ ବର୍ଷ ହବେ...
Cricketଇଂଲଣ୍ଡ–ନ୍ୟୁଜିଲାଣ୍ଡ ମ୍ୟାଚ୍ ଉପରେ ନିର୍ଭର କରୁଛି ପାକିସ୍ତାନର ଭାଗ୍ୟOdisha Sports BureauFebruary 27, 2026 by Odisha Sports BureauFebruary 27, 2026015 ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ରେ ଆଜି ଗୁରୁତ୍ୱପୂର୍ଣ୍ଣ ସୁପର ୮ ମ୍ୟାଚ୍ରେ England cricket team ଏବଂ New Zealand national cricket team ମୁହାଁମୁହିଁ ହେବେ। ଏହି ମ୍ୟାଚ୍ କଲମ୍ବୋର R. Premadasa...
Cricketଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ବଡ଼ ଅପଡେଟ୍, ୟୁ-ଟର୍ଣ୍ଣ ମାରିପାରେ PCBOdisha Sports BureauFebruary 8, 2026 by Odisha Sports BureauFebruary 8, 2026018 ନୂଆଦିଲ୍ଲୀ: T20 World Cup 2026ରେ ଭାରତ ବିରୋଧରେ ମ୍ୟାଚ୍ ଖେଳିବାକୁ ନେଇ ପାକିସ୍ତାନ ନେଇଥିବା ବହିଷ୍କାର ନିଷ୍ପତ୍ତି ଏବେ ପଛକୁ ହଟିପାରେ। ପୂର୍ବରୁ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ, ଭାରତ ସହ...
Cricketଟି୨୦ ବିଶ୍ଵକପ୍ ୨୦୨୬: ନେଦରଲ୍ୟାଣ୍ଡସ୍କୁ ୩ ୱିକେଟ୍ରେ ହରାଇଲା ପାକିସ୍ତାନOdisha Sports BureauFebruary 7, 2026 by Odisha Sports BureauFebruary 7, 2026019 କଲମ୍ବୋ: ଟି୨୦ ବିଶ୍ଵକପ୍ ୨୦୨୬ରେ ପାକିସ୍ତାନ ରୋମାଞ୍ଚକର ବିଜୟ ସହିତ ନିଜ ଅଭିଯାନ ଆରମ୍ଭ କରିଛି। କଲମ୍ବୋରେ ଖେଳାଯାଇଥିବା ମ୍ୟାଚ୍ରେ ପାକିସ୍ତାନ ନେଦରଲ୍ୟାଣ୍ଡସ୍କୁ ୩ ୱିକେଟ୍ରେ ପରାସ୍ତ କରିଛି। ଯଦି ଫହିମ୍ ଆଶ୍ରଫ୍ଙ୍କ ଶେଷ...
Cricketଧରା ପଡିଲା ପାକିସ୍ତାନର ମିଛ, ଗଣମାଧ୍ୟମରେ କରୁଛି ICC ବିରୋଦ୍ଧରେ ମିଛ ପ୍ରଚାରOdisha Sports BureauFebruary 6, 2026 by Odisha Sports BureauFebruary 6, 2026019 ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନର ମିଡିଆ ମଧ୍ୟ ଏବେ ସକ୍ରିୟ ହୋଇପଡ଼ିଛି। କିନ୍ତୁ ଖବର ପ୍ରଥମେ ଛାପିବାର ଦୌଡ଼ରେ କିଛି...
Cricketକ୍ରିକେଟ୍ ପାଇଁ ବିବାଦ, ୩ଟି ଯାକ ମ୍ୟାଚ ଖେଳିବନି ପାକିସ୍ତାନOdisha Sports BureauFebruary 2, 2026 by Odisha Sports BureauFebruary 2, 2026021 ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ପୁଣିଥରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ପହଞ୍ଚିଛି। ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ, କେବଳ ICC ଓ...
Cricketଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ଖେଳିବ ନାହିଁ ପାକିସ୍ତାନ, ଫେବୃଆରୀ ୧୫ ମ୍ୟାଚ୍ ବର୍ଜନOdisha Sports BureauFebruary 2, 2026 by Odisha Sports BureauFebruary 2, 2026026 ନୂଆଦିଲ୍ଲୀ: ପୁଣିଥରେ ନଖରାମି ଦେଖାଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)। ଟି-୨୦ ବିଶ୍ୱକପ୍ ୨୦୨୬କୁ ନେଇ ପାକିସ୍ତାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭାରତ ସହିତ ମୁକାବିଲା ନ କରିବାକୁ ପାକିସ୍ତାନ...
Cricketବାଂଲାଦେଶ ପରେ ପାକିସ୍ତାନ ବି ବାହାରିପାରେ T20 ବିଶ୍ଵ କପରୁ, ସାମ୍ନାକୁ ଆସିଲା ନୂଆ ରିପୋର୍ଟOdisha Sports BureauJanuary 24, 2026 by Odisha Sports BureauJanuary 24, 2026032 ବାଂଲାଦେଶ: ICC ପକ୍ଷରୁ ବାଂଲାଦେଶ ଟିମ୍ T20 ବିଶ୍ଵ କପରୁ ବାହାରିଥିବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ବାଂଲାଦେଶ ସ୍ଥାନରେ ୱାର୍ଲ୍ଡ କପ୍ରେ ସ୍କଟଲ୍ୟାଣ୍ଡ ଖେଳିବ। ଏହି ବଡ଼ ନିଷ୍ପତ୍ତିରୁ କ୍ରିକେଟ୍ ଜଗତ...
Cricketପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶେଇ ଚର୍ଚ୍ଚାରେ ଭାରତୀୟ ଦଳର ଏହି ଖେଳାଳିOdisha Sports BureauJanuary 23, 2026 by Odisha Sports BureauJanuary 23, 2026037 ନୂଆଦିଲ୍ଲୀ: ଗତବର୍ଷଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ରାଜନୈତିକ ଏବଂ ସାମରିକ ସଂଘର୍ଷ କ୍ରୀଡାକୁ ମଧ୍ୟ ପ୍ରଭାବିତ କରିଛି। କ୍ରିକେଟ୍ କ୍ଷେତ୍ରରେ ପରିସ୍ଥିତି ଏବେ ବିଶେଷ ଗମ୍ଭୀର ହୋଇଛି।...
Cricketବାଂଲାଦେଶର ବିଶ୍ଵକପ୍ ବହିଷ୍କାର ପରେ ଏବେ କ’ଣ ରହିବ ପାକିସ୍ତାନର ଆଭିମୂଖ୍ୟOdisha Sports BureauJanuary 22, 2026 by Odisha Sports BureauJanuary 22, 2026025 ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପକୁ ବାଂଲାଦେଶ ବହିଷ୍କାର କରିବା ନେଇ ସରକାରୀ ଘୋଷଣା ପରେ ଏବେ ଆଉ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଆଲୋଚନା ହେଉଛି ଯେ, ବାଂଲାଦେଶ ପରେ ପାକିସ୍ତାନ ମଧ୍ୟ...