Cricketବାଂଲାଦେଶର ବିଶ୍ଵକପ୍ ବହିଷ୍କାର ପରେ ଏବେ କ’ଣ ରହିବ ପାକିସ୍ତାନର ଆଭିମୂଖ୍ୟOdisha Sports BureauJanuary 22, 2026 by Odisha Sports BureauJanuary 22, 2026061 ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପକୁ ବାଂଲାଦେଶ ବହିଷ୍କାର କରିବା ନେଇ ସରକାରୀ ଘୋଷଣା ପରେ ଏବେ ଆଉ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଆଲୋଚନା ହେଉଛି ଯେ, ବାଂଲାଦେଶ ପରେ ପାକିସ୍ତାନ ମଧ୍ୟ...
Cricketପାକିସ୍ତାନ ସହ ଖେଳିବାକୁ ମନା କରିଦେଲା ଟିମ୍ ଇଣ୍ତିଆOdisha Sports BureauJuly 30, 2025 by Odisha Sports BureauJuly 30, 2025084 ନୂଆଦିଲ୍ଲୀ:- ଡବ୍ଲୁସିଏଲ୍ ସେମିଫାଇନାଲରେ ସାମ୍ନାସାମ୍ନି ହୋଇଥାନ୍ତେ ଭାରତ-ପାକିସ୍ତାନ । କିନ୍ତୁ ଭାରତ ଚାମ୍ପିୟନ୍ସ ଏହି ମ୍ୟାଚ୍ ଖେଳିବାକୁ ମନା କରିଦେଇଛନ୍ତି । ଏହି ମ୍ୟାଚ୍ ଆସନ୍ତାକାଲି ଖେଳାଯିବାକୁ ଥିଲା । ଭାରତୀୟ ଟିମ୍ର ପ୍ରତିଟି...
Uncategorizedଦୁବାଇରେ ପାକ୍ ଖେଳାଳିଙ୍କ ହାତରେ ଭାରତୀୟ ପତାକାOdisha Sports BureauApril 22, 2024 by Odisha Sports BureauApril 22, 20240166 ଦୁବାଇ: ପାକ୍ ଖେଳାଳିଙ୍କ ହାତରେ ଭାରତୀୟ ପତାକା | ଦୁବାଇରେ ଆୟୋଜିତ କରାଟେ କମ୍ବାଟ୍ ପ୍ରତିଯୋଗିତାରେ ଜଣେ ପାକିସ୍ତାନୀ ଖେଳାଳି ଜିତିବା ପରେ ନିଜ ଦେଶ ସହ ଭାରତୀୟ ପତାକା ନେଇ ମଞ୍ଚ ଉପରକୁ...
Cricketଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ିOdisha Sports BureauOctober 11, 2023 by Odisha Sports BureauOctober 11, 20230155 ନୂଆଦିଲ୍ଲୀ : ୧୪ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଭାରତ-ପାକିସ୍ତାନ ମ୍ୟାଚ | ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଖେଳାଯିବାକୁ ଥିବା ମ୍ୟାଚ ପାଇଁ ୧୧ ହଜାର...
Cricketଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜOdisha Sports BureauJuly 17, 2023July 17, 2023 by Odisha Sports BureauJuly 17, 2023July 17, 20230167 ମୁମ୍ବାଇ: କ୍ରିକେଟ୍ ବିଶ୍ୱକପ୍ ୨୦୨୩ ର କାର୍ୟ୍ୟସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୧୫ ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ।...
Hockeyଏଫଆଇଏଚ୍ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାକିସ୍ତାନରେ ଖେଳାଯିବOdisha Sports BureauJuly 11, 2023 by Odisha Sports BureauJuly 11, 20230136 ଇସଲାମାବାଦ: ଦୀର୍ଘ ୧୯ ବର୍ଷ ପରେ ପାକିସ୍ତାନକୁ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଫେରିବ। ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୪ ତାରିଖ ମଧ୍ୟରେ ଲାହୋରଠାରେ ଅଲିମ୍ପିକ୍ ଯୋଗ୍ୟତା ପର୍ୟ୍ୟାୟ ମୁକାବିଲା ଆୟୋଜନ କରିବା ପାଇଁ...
Cricketପାକିସ୍ତାନ ବୋଲରଙ୍କ ବଡ ବିବୃତ୍ତି; ଭାରତ ବିପକ୍ଷ ମ୍ୟାଚ ଉପରେ ନୁହେଁ ବିଶ୍ୱକପ ଉପରେ ନଜରOdisha Sports BureauJuly 5, 2023July 5, 2023 by Odisha Sports BureauJuly 5, 2023July 5, 20230177 ନୂଆଦିଲ୍ଲୀ: ପାକିସ୍ତାନ ଦ୍ରୁତ ବୋଲର ଶାହିନ ଆଫ୍ରିଦି ଚଳିତ ବର୍ଷ ଶେଷରେ ଆଇସିସି ଙଊଓ ବିଶ୍ୱକପ ୨୦୨୩ ରେ ଭାରତ ବିପକ୍ଷ ମ୍ୟାଚ ଉପରେ ସଂମ୍ପୁର୍ଣ୍ଣ ଧ୍ୟାନ ଦେବା ବିଚାରକୁ ଖାରଜ କରିଦେଇଛନ୍ତି। ଭାରତ...
Cricketପାକିସ୍ତାନ ଖେଳାଳିଙ୍କୁ ବିଶ୍ୱକପରେ ଖେଳିବାକୁ ଏଯାବତ ମିଳିନି ଅନୁମତି; ସୁରକ୍ଷା ନେଇ ଅଟକିଛି ନିଷ୍ପତିOdisha Sports BureauJuly 1, 2023 by Odisha Sports BureauJuly 1, 20230156 ନୂଆଦିଲ୍ଲୀ: ODI ବିଶ୍ୱକପ୍ ୨୦୨୩ ଭାରତର ଆୟୋଜନରେ ଖେଳାଯିବ । ଏହି ମେଗା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ୍...
Cricketଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଶଦାବ ଖାନଙ୍କ ବଡ଼ ବୟାନOdisha Sports BureauJune 30, 2023 by Odisha Sports BureauJune 30, 20230153 ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ବିଶ୍ୱକପର ଏକ ଗୁରୁତ୍ୱୂର୍ଣ୍ଣ ଲିଗ ମ୍ୟାଚରେ ଭାରତକୁ ଭେଟିବ ପାକିସ୍ତାନ । ଆଇସିସି ପକ୍ଷରୁ ତାରିଖ ଘୋଷଣା ହେବା ପରେ ମ୍ୟାଚ ପୂର୍ବରୁ...
Cricketଭାରତ ପଠାଇବା ପାଇଁ ସନ୍ଦେହରେ ପାକିସ୍ତାନ କ୍ରିକେଟ୍ ବୋର୍ଡOdisha Sports BureauJune 28, 2023 by Odisha Sports BureauJune 28, 20230148 ପାକିସ୍ତାନ କ୍ରିକେଟ୍ ବୋର୍ଡ ଦିନିକିଆ ବିଶ୍ଵକପ୍ ପାଇଁ ନିଜ ଦଳକୁ ଭାରତ ପଠାଇବା ନେଇ ଏବେ ବି ସନ୍ଦିହାନରେ ରହିଛି। ମାତ୍ର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ବିଶ୍ଵାସ ଯେ ବାବର ଆଜମଙ୍କ ନେତୃତ୍ଵାଧୀନ ଦଳ...