Cricketପାକିସ୍ତାନ କ୍ରିକେଟ୍ ବୋର୍ଡରେ ହଙ୍ଗାମା; ଅଧ୍ୟକ୍ଷ ପଦ ଛାଡ଼ିଲେ ନଜମ ସେଠୀOdisha Sports BureauJune 20, 2023 by Odisha Sports BureauJune 20, 20230152 ନୂଆଦିଲ୍ଲୀ: ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡରେ ହଙ୍ଗାମା ଦେଖିବାକୁ ମିଳିଛି ଜ୍ଝ ବହୁ ବାଦ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ...
Cricketଦିନିକିଆ ବିଶ୍ୱକପ: ଭାରତ ଆସିବେନିକି ପାକିସ୍ତାନ ?Odisha Sports BureauJune 17, 2023 by Odisha Sports BureauJune 17, 20230159 ଏସିଆ କପକୁ ନେଇ ଲାଗିଥିବା ବିବାଦ ଏବେ ଥମିଛି । ପାକିସ୍ତାନର ହାଇବ୍ରିଡ ମଡେଲକୁ ସମସ୍ତେ ସହମତି ଦେବା ପରେ ଏବେ ପାକିସ୍ତାନ ଏସିଆ କପ୍ ଆୟୋଜକ ହେବା ନିଶ୍ଚିତ ହୋଇଛି । ତେବେ...
Cricketପିସିବିର ହାଇବ୍ରିଡ ମଡେଲ : ୧୩ଟିରୁ ୪ଟି ମ୍ୟାଚ ପାକିସ୍ତାନରେ ଚାହେଁ ପିସିବିOdisha Sports BureauMay 13, 2023 by Odisha Sports BureauMay 13, 20230153 କରାଚି : ଏସିଆ କପର ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ଼ର ହାଇବ୍ରିଡ୍ ମଡେଲ୍ ପ୍ରସ୍ତାବକୁ ଏସିସି ସଦସ୍ୟ ବର୍ତ୍ତମାନ ବିରୋଧ କରିବାକୁ ଲାଗିଲେଣି । ପାକିସ୍ତାନ କ୍ରିକେଟ୍ ବୋର୍ଡ଼ କହିବା ଅନୁସାରେ ନିରପେକ୍ଷ ଭେନ୍ୟୁରେ...
Cricketଟି-୨୦ବିଶ୍ୱକପ;ଫାଇନାଲରେ ପାକିସ୍ତାନOdisha Sports BureauNovember 9, 2022 by Odisha Sports BureauNovember 9, 20220145 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପହଞ୍ଚିଲା ପାକିସ୍ତାନ । ବୁଧବାର ଦିନ ସିଡନିରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚକର...
Cricketପାକିସ୍ତାନ କ୍ରିକେଟ ବୋର୍ଡକୁ ସମାଲୋଚନା କଲେ ସାହିଦ ଆଫ୍ରିଦିOdisha Sports BureauSeptember 17, 2022September 17, 2022 by Odisha Sports BureauSeptember 17, 2022September 17, 20220215 ଇସଲାମାବାଦ: ଶେଏବ ମଲ୍ଲିକଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦେଇଥିବାରୁ ସାହିଦ ଆଫ୍ରିଦି ପାକିସ୍ତାନ କ୍ରିକେଟ ବୋର୍ଡକୁ ନିନ୍ଦା କରିଛନ୍ତି। କାରଣ ସୋଏବ ମଲ୍ଲିକ ପାକିସ୍ତାନ କ୍ରିକେଟ ଟିମରେ ରହିବାର ଆବଶ୍ୟକତା ରହିଥିଲା। କାରଣ ସୋଏବ ଗତ...
Cricketପାକିସ୍ତାନର କ୍ରିକେଟ ଚକ୍ରାନ୍ତOdisha Sports BureauJanuary 12, 2022 by Odisha Sports BureauJanuary 12, 20220425 ନୂଆଦିଲ୍ଲୀ: ଭାରତ ସହ ମ୍ୟାଚ ଖେଳିବା ପାଇଁ ଚକ୍ରାନ୍ତ କରୁଛି ପାକିସ୍ତାନ । ୪ଟି ଦେଶକୁ ନେଇ ଆୟୋଜନ ହେବ ଏକ ସିରିଜ । ଏ ନେଇ ସୂଚନା ଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ...
Cricketମାସ୍କ ସାନିଟାଇଜର ସହ ନିଆରା ସେଲିବ୍ରେସନOdisha Sports BureauJanuary 11, 2022 by Odisha Sports BureauJanuary 11, 20220207 ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲୁ ରହିଛି ବିଗ ବାଶ ଲିଗ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନୀ ବୋଲର ହାରିସ ରୌଫ ୱିକେଟ ହାସଲ କରିବା ପରେ...
Cricketବିଶ୍ୱକପର ଶ୍ରେଷ୍ଠ PLAYING XIOdisha Sports BureauNovember 15, 2021 by Odisha Sports BureauNovember 15, 20210265 ନୂଆଦିଲ୍ଲୀ: ଶେଷ ହେଲା ବିଶ୍ୱକପ ସିଜନ । ବିଶ୍ୱର ମହାଯୁଦ୍ଧରେ ନ୍ୟୁଜିଲାଣ୍ଡକୁ ହରାଇ ବାଜି ମାରିଛି ଅଷ୍ଟ୍ରେଲିଆ । ଏହାପରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି)ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଚୟନ କରୁଛି ।...
Cricketବାବର-ୱାର୍ଣ୍ଣର କଳିରେ ସୂତ୍ରଧର ସୋଏବOdisha Sports BureauNovember 15, 2021 by Odisha Sports BureauNovember 15, 20210412 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଚମ୍ପିଆନର ଟାଇଟଲ ପାଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଥର ଟି-୨୦ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ଜବରଦସ୍ତ ପାରି ସହ ପ୍ଲେୟର...