Cricketରାଜସ୍ଥାନ ରୟାଲସ କ୍ୟାପଟେନ ହେବେ ରବୀନ୍ଦ୍ର ଜାଡେଜା!Odisha Sports BureauJanuary 6, 2026 by Odisha Sports BureauJanuary 6, 2026098 ଉଦଘାଟନୀ ଆଇପିଏଲ ବିଜେତା ରାଜସ୍ଥାନ ରୟାଲ୍ସ ଆଇପିଏଲ 2026 ପୂର୍ବରୁ ସେମାନଙ୍କର ଅଧିନାୟକତ୍ୱ ଯୋଜନାକୁ ନେଇ ନୂତନ କଳ୍ପନାଜଳ୍ପନା ଆରମ୍ଭ କରିଛି ଏବଂ ରବିନ୍ଦ୍ର ଜାଡେଜାଙ୍କ ନାମ ଏହାର କେନ୍ଦ୍ରରେ ଅଛି। ଫ୍ରାଞ୍ଚାଇଜ୍ ସୋସିଆଲ...
Cricketବଡ଼ ବିଜୟ ସହ ବାଙ୍ଗାଲୋରର ପ୍ଲେ ଅଫ୍ ଆଶା ଉଜ୍ଜୀବିତOdisha Sports BureauMay 15, 2023 by Odisha Sports BureauMay 15, 20230167 ଜୟପୁର : ରାଜସ୍ଥାନ ରୟାଲ୍ସ ନିଜ ଘରୋଇ ପଡ଼ିଆ ସବାଇ ମାନସିଂ ଷ୍ଟାଡିୟମରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ଏହି ମ୍ୟାଚରେ ବାଙ୍ଗାଲୋର ଜିତିବା ପରେ ନିଜ...
Cricketଆଇପିଏଲର ଦମଦାର ମ୍ୟାଚରେ ଗୁରୁବାର ମୁହାଁମୁହିଁ ହେବେ କୋଲକାତା–ରାଜସ୍ଥାନOdisha Sports BureauMay 11, 2023 by Odisha Sports BureauMay 11, 20230136 କୋଲକାତା : ଆଇପିଏଲର ୧୬ତମ ସଂସ୍କରଣର ୫୬ ତମ ମ୍ୟାଚ ଗୁରୁବାର ଇଡେନ୍ ଗାର୍ଡ଼େନରେ ଖେଳ ହେବାକୁ ଯାଉଛି । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ...
Cricketରାଜସ୍ଥାନକୁ ହରାଇଲା ସୁପର ଜାଏଣ୍ଟOdisha Sports BureauApril 20, 2023 by Odisha Sports BureauApril 20, 20230165 ଚଳିତ ଆଇପିଏଲରେ ଗତ କାଲି ୨୬ ତମ ମ୍ୟାଚ ରାଜସ୍ଥାନ ଓ ଲକ୍ଷେ୍ନ ମଧ୍ୟରେ ହୋଇଥିଲା । ସୁପର ଜାଏଣ୍ଟ ରାଜସ୍ଥାନକୁ ୧୦ ରନରେ ହରାଇଛି । ରାଜସ୍ଥାନକୁ ହରାଇବା ପରେ ଲକ୍ଷେ୍ନ ର...
Cricketଆଜି ମ୍ୟାଚରେ ପ୍ରଥମକୁ ଭେଟିବ ଦ୍ୱିତୀୟOdisha Sports BureauApril 19, 2023 by Odisha Sports BureauApril 19, 20230228 ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ ଓ ସୁପର ଜାଏଣ୍ଟମ୍ୟାଚ ସାୱାଇ ମାନସିଂହ ଷ୍ଟାଡିୟମରେ ଦ୍ୱିତୀୟ ଥର ଏହି ଦୁଇଟି ଦଳ ଖେଳିବେ । ଏପର୍ୟ୍ୟନ୍ତ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ...
Cricketକୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ରୋୟଲ୍ସOdisha Sports BureauApril 29, 2021April 29, 2021 by Odisha Sports BureauApril 29, 2021April 29, 20210270 ଜୟପୁର: ଭାରତରେ କୋରୋନା ସଂକ୍ରମଣର ଶିଖର ଛୁଇଁଛି । ଏହି ସମୟରେ ବିଭିନ୍ନ ଦେଶର ଖେଳାଳୀ ଏବଂ କ୍ରିକେଟ ଦଳ ଭାରତ ପାଇଁ ପ୍ରାର୍ଥନା କରିବା ସହ ସହଯୋଗର ହାତ ମଧ୍ୟ ବଢାଇଛନ୍ତି ।...