Tag : safique

Cricket

ଟି-୨୦ ବିଶ୍ୱକପ୍: ଜୁନ୍ ୪ରୁ ଆରମ୍ଭ, ଭାଗ ନେବେ ୨୦ ଦଳ

ରିପୋଟର୍ସ ଟୁଡେ ବ୍ୟୁରୋ:  ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ କାର୍ୟ୍ୟସୂଚୀ ସାମ୍ନାକୁ ଆସିଛି । ୨୦୨୪ ମସିହା ଜୁନ ୪ରୁ ୩୦ ତାରିଖ ମଧ୍ୟରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ...
Tennis

ଟେନିସ୍ ବେଟିଂ ନିୟମ ଉଲଂଘନ କରି ଦଣ୍ଡିତ ହେଲେ ମାର୍କ

ଲଣ୍ଡନ:  ଦୁଇ ଥରର ଗ୍ରାଣ୍ଡସ୍ଲାମ୍ ଉପବିଜେତା ମାର୍କ ଫିଲିପୌସିସଙ୍କୁ ଆନ୍ତର୍ଜାତିକ ଟେନିସ୍ ଇଣ୍ଟିଗ୍ରିଟି ଏଜେନ୍ସି ୧୦ ହଜାର ଡଲାର ଜରିମାନାରେ ଦଣ୍ଡିତ କରିଥିବା ବେଳେ ଟେନିସର ବେଟିଂ ନିୟମ ଉଲଂଘନ କରିଥିବାରୁ ତାଙ୍କୁ ୪...
Cricket

ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ୭ ୱିକେଟ ନେଇ ରେକର୍ଡ କଲେ ସିଜରୁଲ

ଦୁବାଇ:  ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପର ଏସିଆ ଯୋଗ୍ୟତା ପର୍ୟ୍ୟାୟ ବି’ ପ୍ରତିଯୋଗିତାର ବୁଧବାର ପ୍ରଥମ ଦିନରେ ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଛି। ମାଲେସିଆ ଦ୍ରୁତ ବୋଲର ସିଜରୁଲ ଇଦ୍ରୁସଙ୍କ ନାମରେ ଏହି କୀତ୍ତିମାନ...
Wrestling

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ହରିୟାଣା କୁସ୍ତି ତାରକା ଅନିତା ସେରଣ

ଭୁବନେଶ୍ବର:  ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା କ୍ରୀଡ଼ା ସଂଗଠକ ବ୍ରିଜଭୂଷଣ ଶରଣ ସିଂହ ଭାରତୀୟ କୁସ୍ତି ମହାସଂଘ ସଭାପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ତା’ସହ...
Cricket

ଫିଲ୍ମରେ ଧୋନିଙ୍କ ଅଭିନୟକୁ ନେଇ ମତ ରଖିଲେ ସାକ୍ଷୀ

ରିପୋଟର୍ସ ଟୁଡେ ବ୍ୟୁରୋ:  ମହେନ୍ଦ୍ର ସିଂ ଧୋନି ଅଭିନୟ ଦୁନିଆରେ ପାଦ ଥାପିବେ ବୋଲି ଅନେକ ଦିନରୁ ଖବର ଶୁଣିବାକୁ ମିଳୁଛି। ଏହି ଖବରକୁ ନେଇ ପତ୍ନୀ ସାକ୍ଷୀ ମଧ୍ୟ ନିଜର ମତାମତ ରଖିଛନ୍ତି।...
Cricket

କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ

ଗୁରୁଗ୍ରାମ:  କ୍ରିକେଟ୍ ଖେଳାଳି ଯୁବରାଜ ସିଂହଙ୍କ ମାଆ ଶବନମ୍ ସିଂହଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି। ପୂର୍ବାଞ୍ଚଳ...
Cricket

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

କଲମ୍ବୋ:  ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାଉଦ୍ ସକିଲ । ସକିଲ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭...
Wrestling

ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କଲା ଭାରତୀୟ କୁସ୍ତି ମହାସଂଘ

ନୂଆଦିଲ୍ଲୀ:  ଦୁଇ ଦିନଧରି ଟ୍ରାଏଲ୍ସ ଚାଲିବା ପରେ ଭାରତୀୟ କୁସ୍ତି ମହାସଂଘ ଆଡହକ୍ କମିଟି ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କରିଛି। ଗ୍ରିକୋ ରୋମାନ ପୁରୁଷ ଓ ମହିଳା ବର୍ଗର ଫ୍ରିଷ୍ଟାଇଲ୍ ପାଇଁ...
Cricket

କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ:  ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ତ୍ରିନିଦାଦରେ ଖେଳାଯାଉଛି। ବିରାଟ କୋହଲିଙ୍କ ଏହା ହେଉଛି ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏହି ମ୍ୟାଚରେ ଶତକ ହାସଲ କରି କୋହଲି ବଡ଼ ସଫଳତା ହାସଲ...
Cricket

ଇଏ ବିରାଟ ନୁହନ୍ତି, ବିରାଟଙ୍କ ହମସକଲ

ନୂଆଦିଲ୍ଲୀ:  ବେଳେ ବେଳେ ହମସକଲ୍ ଓ ବାସ୍ତବ ବ୍ୟକ୍ତିଙ୍କ ଭିତରେ ତଫାତ ପାଇବା କଷ୍ଟକର ହୋଇପଡ଼େ। ଫଟୋରେ ଦିଶୁଥିବା ବ୍ୟକ୍ତି ଜଣଙ୍କୁ ଦେଖିବା ପରେ କେହିବି ଦ୍ୱନ୍ଦ୍ୱରେ ପଡ଼ିଯିବେ । କେହି କେହି ତ...