body bilderଜିମରେ ଫିଟନେସ୍ ଟ୍ରେନରଙ୍କ ମୃତ୍ୟୁOdisha Sports BureauJuly 22, 2023 by Odisha Sports BureauJuly 22, 20230215 ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ବସବାସ କରୁଥିବା ଜଣେ ବଡ଼ିବିଲଡର ତଥା ଫିଟନେସ ଟ୍ରେନରଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ହୋଇଥିବା ଫିଟନେସ ଟ୍ରେନରଙ୍କ ନାମ ଜିଷ୍ଟିନ ଭିକ୍କି ବୋଲି ଜଣାପଡ଼ିଛି।...
Footballଫିଫା ମହିଳା ବିଶ୍ୱକପରେ ନ୍ୟୁଜିଲାଣ୍ଡର ଐତିହାସିକ ବିଜୟOdisha Sports BureauJuly 21, 2023 by Odisha Sports BureauJuly 21, 20230159 ଅକଲାଣ୍ଡ: ଫିଫା ମହିଳା ବିଶ୍ବକପ୍ ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ଉଦଘାଟନୀ ମ୍ୟାଚରେ ସହ ଆୟୋଜକ ନ୍ୟୁଜିଲାଣ୍ଡ ୪୨ ହଜାରରୁ ଊର୍ଦ୍ଧ୍ବ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଐତିହାସକ ସଫଳତା ପାଇଛି। ଅନ୍ୟତମ...
Cricketଆଇସିସି ପ୍ରମୋରେ ନଜର ଆସିଲେ ଓଡ଼ିଆ ପୁଅ ପିଣ୍ଟୁOdisha Sports BureauJuly 21, 2023July 21, 2023 by Odisha Sports BureauJuly 21, 2023July 21, 20230178 ଭୁବନେଶ୍ବର: ଆଇସିସି ପୁରୁଷ ବିଶ୍ବକପ୍-୨୦୨୩ ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଗୁଜରାଟର ଅହମଦାବାଦରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଏହି କ୍ରିକେଟ୍ ମହାକୁମ୍ଭ ନଭେମ୍ବର ୧୯ରେ ଶେଷ...
Wrestlingଭିନେଶ ଓ ବଜରଙ୍ଗକୁ ଏସିଆଡ ଟିକେଟ୍Odisha Sports BureauJuly 19, 2023 by Odisha Sports BureauJuly 19, 20230186 ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବିଶ୍ବ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗଟ୍ଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ଟିକେଟ୍ ମିଳିଛି । ଭାରତୀୟ କୁସ୍ତି ମହାସଂଘ ଆଡ୍ ହକ୍...
Tennisରାକେଟ୍ ଭାଙ୍ଗିବା ଘଟଣାରେ ଜୋକୋଭିକଙ୍କୁ ଜରିମାନାOdisha Sports BureauJuly 19, 2023July 19, 2023 by Odisha Sports BureauJuly 19, 2023July 19, 20230149 ଲଣ୍ଡନ୍: ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲରେ ଉପବିଜେତା ହୋଇଥିବା ସର୍ବିଆ ତାରକା ନୋଭାକ୍ ଜୋକୋଭିକଙ୍କୁ ମୋଟା ଅଙ୍କର ଜରିମାନାରେ ଦଣ୍ଡିତ କରାଯାଇଛି। କାର୍ଲୋସ୍ ଆଲକାରାଜଙ୍କ ବିପକ୍ଷ ଏହି ଫାଇନାଲରେ ଜୋକୋଭିକ୍ ଗୋଟିଏ...
Wrestlingବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନOdisha Sports BureauJuly 18, 2023 by Odisha Sports BureauJuly 18, 20230150 ନୂଆଦିଲ୍ଳୀ: ବିଜେପି ନେତା ତଥା ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କୁ ଯୌନ ନିର୍ୟାତନା ମାମଲାରେ ଦିଲ୍ଳୀ କୋର୍ଟ ୨ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ...
Tennisଆଲକାରାଜ ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି କଲେ ରେକର୍ଡOdisha Sports BureauJuly 17, 2023 by Odisha Sports BureauJuly 17, 20230154 ଲଣ୍ଡନ୍: ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାକୁ ମିଳିଛି ନୂଆ ଏକକ ପୁରୁଷ ବିଜେତା। ୨୦ ବର୍ଷର ଇତିହାସକୁ ବଦଳାଇ ଦେଲେ ୨୦ ବର୍ଷୀୟ ଯୁବ ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ । ୱିମ୍ବଲଡନ୍ ଟେନିସ୍ ୨୦୨୩...
Cricketପାଞ୍ଚଭାଇଙ୍କ କୀର୍ତ୍ତିମାନ: ଓଡ଼ିଶା କ୍ରିକେଟର ପଞ୍ଚୁ ପାଣ୍ଡବOdisha Sports BureauJuly 17, 2023July 17, 2023 by Odisha Sports BureauJuly 17, 2023July 17, 20230161 ଭୁବନେଶ୍ବର: ଓଡ଼ିଶା କ୍ରିକେଟରେ ଏଭଳି ଏକ ଅନାଲୋଚିତ ଫର୍ଦ୍ଦ ରହିଛି ଯାହା ଅନେକଙ୍କୁ ଆଶ୍ଚର୍ୟ୍ୟଚକିତ କରିଦେବ। ଜେନା ବ୍ରଦର୍ସ ଭାବେ ଓଡ଼ିଶା ପାଇଁ ରଣଜୀ ଟ୍ରଫି ତଥା ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ୫...
Tennisଜୋକୋଭିକଙ୍କ କୀର୍ତ୍ତିମାନ: ୩୫ଥର ଖେଳିଲେ ଗ୍ରାଣ୍ଡ ସ୍ଲାମ ଫାଇନାଲOdisha Sports BureauJuly 15, 2023 by Odisha Sports BureauJuly 15, 20230151 ଲଣ୍ଡନ: ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ଖେଳାଯାଇଥିବା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲରେ...
Cricketଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାରOdisha Sports BureauJuly 15, 2023 by Odisha Sports BureauJuly 15, 20230171 ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦଠାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ମିଳିବାକୁ ଥିବା ରାଜସ୍ବରେ ୭୨ ପ୍ରତିଶତ ବୃଦ୍ଧି ହୋଇଛି। ଆଇସିସିର ନୂଆ ବିତ୍ତୀୟ ମଡେଲ୍ ଅନୁସାରେ ବର୍ଷ ୨୦୨୪ ରୁ ୨୦୨୭ ମଧ୍ୟରେ...