Cricketଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲିOdisha Sports BureauJuly 14, 2023 by Odisha Sports BureauJuly 14, 20230159 ଡୋମିନିକା: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଏବେ ଦୃଢ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମାଙ୍କ ଶତକ...
Cricketଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଟିମକୁ ମିଳିବ ସମାନ ପୁରଷ୍କାର ରାଶିOdisha Sports BureauJuly 14, 2023July 14, 2023 by Odisha Sports BureauJuly 14, 2023July 14, 20230148 ନୂଆଦିଲ୍ଲୀ: ପୁରୁଷ ଓ ମହିଳା କ୍ରିକେଟ୍ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଆଇସିସି ଇଭେଣ୍ଟରେ ପୁରୁଷ ଓ ମହିଳା କ୍ରିକେଟ...
More Sportsଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ଆରୋହଣ କଲେ ଓଡ଼ିଆ ଝିଅ ଅନିତାOdisha Sports BureauJuly 14, 2023 by Odisha Sports BureauJuly 14, 20230156 ଭୁବନେଶ୍ବର: ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶାର ଝିଅ ଅନିତା । ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ତାଞ୍ଜାନିଆର ମାଉଣ୍ଟ୍ କିଲିମାଞ୍ଜୋରୋ ଆରୋହଣ କରିଛନ୍ତି ଓଡ଼ିଆ ଝିଅ ଅନୀତା ସ୍ବାଇଁ। ବିଶ୍ବର ୭ଟି...
Cricketଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନOdisha Sports BureauJuly 13, 2023 by Odisha Sports BureauJuly 13, 20230195 ଡୋମିନିକା: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ପ୍ରଥମ ଦିନରେ ବିପକ୍ଷ ଟିମକୁ ଧୂଳି ଚଟାଇଛି ରୋହିତ ଶର୍ମାଙ୍କ ଟିମ୍ । ଅଶ୍ୱିନଙ୍କ ନେତୃତ୍ୱରେ ଭାରତୀୟ ବୋଲର ଭଲ...
Cricketବିସିସିଆଇର ଅଜବ ନିଷ୍ପତ୍ତି: ନୂଆ ଜର୍ସିରେ ଲେଖା ହୋଇନି ‘ଇଣ୍ଡିଆ’Odisha Sports BureauJuly 13, 2023July 13, 2023 by Odisha Sports BureauJuly 13, 2023July 13, 20230128 ଡୋମିନିକା: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ କରିଛି। କିନ୍ତୁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଏକ ବଡ଼ ବିବାଦର ସୂତ୍ରପାତ ହୋଇଛି। ବିଶ୍ବର ଅନ୍ୟତମ ଧନୀ କ୍ରୀଡ଼ାସଂସ୍ଥା ହେବା...
More Sportsଏସୀୟ ଖେଳ ପ୍ରତିଯୋଗିତାରେ ହାତୀ ଓ ହନୁମାନ ମାସ୍କଟ୍Odisha Sports BureauJuly 13, 2023 by Odisha Sports BureauJuly 13, 20230142 ଭୁବନେଶ୍ବର: ଭାରତୀୟଙ୍କ ଅତି ଆପଣାର ଦୁଇ ଚେହେରା ଏବେ ଦୁଇଟି ଭିନ୍ନ ଏସୀୟ ଖେଳ ପ୍ରତିଯୋଗିତାର ମାସ୍କଟ୍ ମନୋନୀତ ହୋଇଛନ୍ତି। ବୁଧବାରଠାରୁ ଥାଇଲାଣ୍ଡର ବ୍ୟାଙ୍କକରେ ଆରମ୍ଭ ହୋଇଥିବା ୨୫ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ...
Cricketଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ: ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆOdisha Sports BureauJuly 13, 2023 by Odisha Sports BureauJuly 13, 20230158 ୱେଷ୍ଟଇଣ୍ଡିଜ୍ ୧୫୦ ରନରେ ଅଲଆଉଟ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲାରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ମାତ ଦେଇଛି । ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ଟିମ୍...
More Sportsବିଶ୍ୱ ପାରା ଦୌଡ଼କୁଦରେ କିଟ୍ ଛାତ୍ର ପ୍ରବୀଣଙ୍କୁ ରୌପ୍ୟOdisha Sports BureauJuly 12, 2023 by Odisha Sports BureauJuly 12, 20230146 ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟ ଛାତ୍ର ପ୍ରବୀଣ କୁମାର ମଙ୍ଗଳବାର ପ୍ୟାରିସଠାରେ ଅନୁଷ୍ଠିତ ବିଶ୍ବ ପାରା ଦୌଡ଼କୁଦ ପ୍ରତିଯୋଗିତାର ହାଇଜମ୍ପ୍ (ଟି-୪୪/୬୪) ଇଭେଣ୍ଟରେ କାଂସ୍ୟ ପଦକ ଜିତିବା ସହିତ ୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍ସ ଯୋଗ୍ୟତା...
Cricketଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜ ଦଳର ଖେଳାଳିଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍Odisha Sports BureauJuly 12, 2023 by Odisha Sports BureauJuly 12, 20230150 ରିପୋଟର୍ସ ଟୁଡେ ବ୍ୟୁରୋ: ଆସିଲା ଆଇସିସି ଟେଷ୍ଟ ରାଙ୍କିଙ୍ଗର ତାଜା ରିପୋର୍ଟ । ଆସେସ୍ ସିରିଜର ତୃତୀୟ ମ୍ୟାଚ୍ ଶେଷ ହେବା ପରେ ଆଇସିସି ଏହି ତାଜା ରାଙ୍କିଙ୍ଗ ପ୍ରକାଶ କରିଛି । ତେବେ...
Gymnasticଶ୍ରୀମନ୍ଦିର ସେବାୟତଙ୍କ ଜିମ୍ନାଷ୍ଟ ପୁଅ ତପନ ଯୋଗ୍ୟତା ଅର୍ଜନର ନିକଟତରOdisha Sports BureauJuly 12, 2023 by Odisha Sports BureauJuly 12, 20230151 ଭୁବନେଶ୍ବର : ଏସୀୟ କ୍ରୀଡ଼ାରେ ଭାଗନେବାର ଆଶା ନେଇ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ହଲ୍ଠାରେ ଆରମ୍ଭ ହୋଇଥିବା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ଭାରତୀୟ ଦଳ ଟ୍ରାଏଲ୍ସରୁ ଉଭା ହୋଇଛନ୍ତି ଓଡ଼ିଆ ପୁଅ ପୁରୀର ତପନ ମହାନ୍ତି।...