Cricketଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣାOdisha Sports BureauJuly 28, 2026 by Odisha Sports BureauJuly 28, 202604 ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳା ଖେଳିବ ।...
Cricketଏଣିକି ଗୋଲାପୀ ରଙ୍ଗର ବଲରେ ଖେଳାଯିବ ଟେଷ୍ଟ କ୍ରିକେଟ୍ ।Odisha Sports BureauJune 2, 2026 by Odisha Sports BureauJune 2, 2026061 ଣିକି ଗୋଲାପୀ ରଙ୍ଗର ବଲରେ ଖେଲାଯିବ କ୍ରିକେଟ୍ । ଯାହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷ୍ଦ ଟେଷ୍ଟ କ୍ରିକେଟର ନିୟମରେ ଆଣିଛି ବଡ ପରିବର୍ତ୍ତନ । ଖାସ କରି ଟେଷ୍ଟ ମ୍ୟାଚ୍ର ଅଧିକାଂଶ ସମୟରେ...
Cricketପୁଣି ଥରେ ଟେଷ୍ଟକୁ ଫେରିପାରନ୍ତି ବିରାଟ ।Odisha Sports BureauMarch 29, 2026 by Odisha Sports BureauMarch 29, 20260100 ପୁଣିଥରେ ଟେଷ୍ଟ୍କୁ କମ୍ବ୍ୟାକ୍ କରିପାରନ୍ତି ରନ୍ ମେସିନ୍ ବିରାଟ୍ କୋହଲି । ଆଇପିଏଲ୍ର ପ୍ରଥମ ମୁକାବିଲା ପରେ ଏମିତି କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଗତକାଲିର ମ୍ୟାଚ୍ରେ ହାଇଦ୍ରାବାଦ...
Cricketଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲିOdisha Sports BureauJuly 14, 2023 by Odisha Sports BureauJuly 14, 20230159 ଡୋମିନିକା: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଏବେ ଦୃଢ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମାଙ୍କ ଶତକ...
Cricketଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ: ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆOdisha Sports BureauJuly 13, 2023 by Odisha Sports BureauJuly 13, 20230158 ୱେଷ୍ଟଇଣ୍ଡିଜ୍ ୧୫୦ ରନରେ ଅଲଆଉଟ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲାରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ମାତ ଦେଇଛି । ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ଟିମ୍...
Cricketଡୋମିନିକାରେ ଟେଷ୍ଟ ସିରିଜ ପାଇଁ ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆOdisha Sports BureauJuly 10, 2023July 10, 2023 by Odisha Sports BureauJuly 10, 2023July 10, 20230156 ଓଡ଼ିଶା ସ୍ପୋର୍ଟସ ବ୍ୟୁରୋ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜୁଲାଇ ୧୨ ତାରିଖରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆ ଡୋମିନିକାରେ ଅଭ୍ୟାସ ଆରମ୍ଭ କରିଦେଇଛି । ରୋହିତ ଶର୍ମାଙ୍କ...