Cricketବିରାଟ କୋହଲିଙ୍କ ଉପରେ ମମତା ଦେଖାଇଲେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ମାଆOdisha Sports BureauJuly 22, 2023 by Odisha Sports BureauJuly 22, 2023086 ପୋର୍ଟ ଅଫ୍ ସ୍ପେନରେ ଖେଳାଯାଇଛି ଦ୍ୱିତୀୟ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ଭାରତ ପ୍ରଥମ ଇଂନିସରେ ୪୩୮ ରନ କରି ଆଉଟ ହୋଇଛି । ପରେ ୱେଷ୍ଟଇଣ୍ଡିଜ ଗୋଟିଏ ୱିକେଟ...
Badmintonରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତOdisha Sports BureauJuly 22, 2023July 22, 2023 by Odisha Sports BureauJuly 22, 2023July 22, 2023095 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପୌରପରିସଦ ସମ୍ମିଳନୀ କକ୍ଷରେ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ Under 19 ବ୍ୟାଟ ବିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକକୁ ପୌରପରିସଦ ଅଧକ୍ଷ...
Cricketହୋଟେଲ ନ ମିଳିଲେ ହସ୍ପିଟାଲରେ ରହିବୁOdisha Sports BureauJuly 21, 2023 by Odisha Sports BureauJuly 21, 2023083 ଅହମଦାବାଦ : ଭାରତ ପାକିସ୍ଥାନ ବିଶ୍ବକପ ମ୍ୟାଚ ହେବାକୁ ଥିବାରୁ ମ୍ୟାଚ ପାଇଁ କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପରେ ଉଭୟ ଦଳ...
Badmintonମାନ୍ୟତାର ତଳକୁ ଖସିଲେ ସିନ୍ଧୁOdisha Sports BureauJuly 19, 2023 by Odisha Sports BureauJuly 19, 2023089 ନୂଆଦିଲ୍ଲୀ: ପିଭି ସିନ୍ଧୁଙ୍କ ବଡ଼ ଧରଣର ଅବନତି ପରିଲକ୍ଷିତ ହୋଇଛି । ପ୍ରକାଶିତ ବିଶ୍ବ ମାନ୍ୟତାରେ ସିନ୍ଧୁ ୫ ସ୍ଥାନରୁ ଖସି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ୨ ନମ୍ବର...
Footballରଣବୀରଙ୍କ ସ୍ୱପ୍ନରେ ଆସନ୍ତି ମେସିOdisha Sports BureauJuly 19, 2023 by Odisha Sports BureauJuly 19, 2023093 ଫୁଟବଲକୁ ନେଇ ଦୁର୍ବଳତା ରହି ଆସିଛି ରଣବୀର କପୁରଙ୍କ । ସେ ସିନେମା ସୁଟିଂରୁ ଟିକେ ବି ସମୟ ମିଳିବା ମାତ୍ରେ ରଣବୀର ମୁମ୍ବାଇର ସ୍ଥାନୀୟ ଫୁଟବଲ ପଡ଼ିଆରେ ମୁଭି ଦୁନିଆର ବଂଧୁମାନଙ୍କ ସହ...
Cricketଧୋନିଙ୍କ ଗ୍ୟାରେଜ ଦେଖି ମୁଣ୍ଡ ଘୂରେଇଯିବOdisha Sports BureauJuly 19, 2023July 19, 2023 by Odisha Sports BureauJuly 19, 2023July 19, 2023084 କ୍ୟାପଟେନ କୁଲ ତଥା ମହେନ୍ଦ୍ର ସିଂ ଧୋନୀ ତାଙ୍କ କ୍ୟାରିୟରରେ ବହୁ କିର୍ତ୍ତିମାନ ସ୍ଥାପନ କରିଛନ୍ତି । ଧୋନି ସବୁବେଳେ ତାଙ୍କ ଲାଇଫ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଧୋନି କାର ଓ...
Cricketବିଶ୍ୱକପ ପାଇଁ ୫୦୦ ହେଟେଲ ଖୋଲିବ OYOOdisha Sports BureauJuly 18, 2023 by Odisha Sports BureauJuly 18, 20230102 ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅକ୍ଟେବର ୫ରୁ ଅହମଦାବାରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ନୁଜିଲାଣ୍ଡ ମଧ୍ୟରେ ହେବ । ସେଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି ।...
Cricketବାପାଙ୍କୁ ଭିଡିଓ କଲ କରି କାନ୍ଦିଲେ ଯଶ୍ୱସ୍ୱୀOdisha Sports BureauJuly 17, 2023 by Odisha Sports BureauJuly 17, 2023069 ମଣିଷର ଭାଗ୍ୟ କେତେବେଳେ କହାକୁ କେଉଁଠି ପହଞ୍ଚାଇ ଦେବ ତହା କହି ହେବନି । ସମ୍ବାଇ ରାସ୍ତାରେ ଗୁପଚୁପ ବିକୁଥିବା ସାଧାରଣ ପିଲା ଆଜି ଭାରତର ଷ୍ଟାର ବ୍ୟାଟର । ତେବେ ଯଶସ୍ୱୀ ଜୟସୱାଲ ...
Cricketଧୋନିଙ୍କ ସହ କଥା ହେବାକୁ ଡରନ୍ତି ଚହଲOdisha Sports BureauJuly 17, 2023July 17, 2023 by Odisha Sports BureauJuly 17, 2023July 17, 2023092 ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦର ଚହଲ । ସେ ପଡିଆ ହେଉ କିମ୍ବା ପଡିଆ ବାହାରେ ସବୁବେଳେ ମସ୍ତି କରନ୍ତି । ତାଙ୍କ ସହ ର୍ଯେୁମାନେ ଖେଳନ୍ତି ତାଙ୍କ ସହ ବି ବହୁ ମଜା...
CricketBCCI ଓ୍ଵାନଡେ ଟିମରେ ସାମିଲ ହେଲେ ରିଙ୍କୁ ସିଂOdisha Sports BureauJuly 14, 2023 by Odisha Sports BureauJuly 14, 2023084 ଚଳିତ ଆଇପିଏଲରେ ଖୁବ ରେମାଞ୍ଚକ ଥିଲା । ସେହି ମଧ୍ୟରୁ ରିଙ୍କୁ ସିଂ ତାଙ୍କ ଖେଳକୁ ନେଇ ଚର୍ଚ୍ଚରେ ଥିଲେ । ଆଇପିଏଲରେ ରିଙ୍କୁ ସିଂ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିଥିବ ମ୍ୟାଚରେ ଶେଷ...