Cricketଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା ଏହି ଷ୍ଟାର୍ ବ୍ୟାଟରOdisha Sports BureauAugust 5, 2023August 5, 2023 by Odisha Sports BureauAugust 5, 2023August 5, 20230151 ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର ୩୪ ବର୍ଷୀୟ ଷ୍ଟାର ଓପନର ଆଲେକ୍ସ ହେଲ୍ସ। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହା ଜଣାଇଛନ୍ତି । ହେଲ୍ସ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ମୁଁ ସମସ୍ତଙ୍କୁ...
Cricketଇଷାନ୍.. ଇଷାନ୍.. I LOVE YOU… ମଜାଳିଆ ରିପ୍ଲାଏ ଦେଇ ଚାଲିଗଲେ ଷ୍ଟାର କ୍ରିକେଟରOdisha Sports BureauAugust 4, 2023 by Odisha Sports BureauAugust 4, 20230164 ଇଶାନ କିଶନ… ଏହି ନାମ ୱେଷ୍ଟଇଣ୍ଡିଜରେ ଖୁବ୍ ଚର୍ଚ୍ଚା ହେଉଛି । ଟେଷ୍ଟ ସିରିଜରେ ଡେବ୍ୟୁ କରି ଅର୍ଦ୍ଧଶତକ ହାସଲ କଲେ। ଏହା ପରେ ବାମହାତୀ ବ୍ୟାଟ୍ସମ୍ୟାନ୍ ମଧ୍ୟ ODI ସିରିଜରେ ଅର୍ଦ୍ଧଶତକ ବର୍ଷା...
Cricketରେକର୍ଡ ପରେ ରେକର୍ଡ କରିଲା ଇଣ୍ଡିଆ ଟିମOdisha Sports BureauJuly 28, 2023 by Odisha Sports BureauJuly 28, 20230149 ପ୍ରଥମ ଦିନିକିଆରେ ଇଣ୍ଡିଆର ବଡ ବିଜୟ । ୫ ୱିକେଟରେ ଭାରତ ମାତ ଦେଇଛି ୱେଷ୍ଟଇଣ୍ଡିଜକୁ । ଗୁରୁବାର ବ୍ରିଜଟାଉନର କେଂସିଙ୍ଗଟନ ଓବାଲରେ ଅନୁଷ୍ଠିିତ ହୋଇଥିବା ଦିନିକିଆରେ ଟସ ଜିତି ପ୍ରଥମେ ବୋଲିଂ କରିଥିଲା...
Cricketକିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନOdisha Sports BureauJuly 27, 2023July 27, 2023 by Odisha Sports BureauJuly 27, 2023July 27, 20230148 ଭାରତୀୟ କ୍ରିକେଟ୍ ଦଳ ଆଜି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳୁଛି।ଓ୍ଵେଷ୍ଟଇଣ୍ଡିଜ ଦଳ ଚଳିତ ବର୍ଷ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନି। ତେଣୁ ଭାରତୀୟ...
Footballଏସିଆ କପରେ୨୦୨୩ରେ, ମହିଲା ଓ ପୁରୁଷ ଫୁଟବଲ ଟଇମ ଖେଳିବOdisha Sports BureauJuly 26, 2023 by Odisha Sports BureauJuly 26, 20230171 ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୩ରେ ଚୀନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାଗ ନେବେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଫୁଟ୍ବଲ ଟିମ୍। ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି। କେନ୍ଦ୍ର...
Cricketଏତିକି ମ୍ୟାଚ୍ରୁ ନିଲମ୍ଵିତ ହୋଇପାରନ୍ତି ହରମନପ୍ରୀତ କୌରOdisha Sports BureauJuly 25, 2023 by Odisha Sports BureauJuly 25, 20230145 ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର ବାଂଲାଦେଶ ଗସ୍ତ ସମାପ୍ତ ହୋଇଛି। ଏହି ଗସ୍ତରେ ଟିମ କ୍ୟାପଟେନ ହରମନପ୍ରୀତ କୌରକୁ ନେଇ ଚର୍ଚ୍ଚା ହେଉଛି । ହରମନପ୍ରୀତ ଜୁଲାଇ ୨୨ରେ ବାଂଲାଦେଶ ବିପକ୍ଷ ତୃତୀୟ...
Cricket୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆOdisha Sports BureauJuly 25, 2023 by Odisha Sports BureauJuly 25, 20230149 ସ୍ୱପ୍ନରେ ବାଧକ ସାଜିଲା ବର୍ଷା । ସିରିଜ୍ କ୍ଲିନ୍ ସ୍ୱିପ ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ ଆଗରେ ଛିଡା ହୋଇଥିଲା ବର୍ଷା । ସେଥିପାଇଁ ଆଉ ଶେଷରେ ୨ୟ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଛି...
Cricketଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ଇଣ୍ଡିଆର କ୍ୟାପଟେନ ହେବେ ସୂର୍ଯ୍ୟକୁମାର ୟାଦବOdisha Sports BureauJuly 24, 2023 by Odisha Sports BureauJuly 24, 20230141 ଆସନ୍ତା ମାସ ଆର୍ୟଲ୍ୟାଣ୍ଡକୁ ଟିମ ଇଣ୍ଡିଆ ତିନି ମ୍ୟାଚର ଟି -୨୦ ସିରିଜ ଖେଳିବା ପାଇଁ ଯିବ । ଏହି ସିରିଜରେ ଅନେକ ସିନିଅର ଖେଳାଳୀଙ୍କୁ ବିଶ୍ରାମ ଦିଆଯିବ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା...
Cricketବିଶ୍ୱକପ୍ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବରOdisha Sports BureauJuly 22, 2023 by Odisha Sports BureauJuly 22, 20230158 ତେବେ ବିଶ୍ୱକପ୍ ପୂର୍ବରୁ ଆହତ ଖେଳାଳିଙ୍କୁ ନେଇ ଆସିଛି ବଡ଼ ଅପଡେଟ । ଜସପ୍ରୀତ୍ ବୁମ୍ରା, ଶ୍ରେୟସ ଆୟର, ପ୍ରସିଦ୍ଧ କ୍ରିଷ୍ନା, କେଏଲ୍ ରାହୁଲ ଏବଂ ରିଷଭ ପନ୍ଥ ଏବେ ଧୀରେ ଧୀରେ ସୁସ୍ଥ...
Cricketଅଚାନକ ସନ୍ନ୍ୟାସ ଗ୍ରହଣ କାଲେ ଶ୍ରୀଲଙ୍କା ଖେଳାଳିOdisha Sports BureauJuly 22, 2023July 22, 2023 by Odisha Sports BureauJuly 22, 2023July 22, 20230154 ଶ୍ରୀଲଙ୍କାର ଖେଳାଳି ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସେ ଆଜି ସୋସିଆଲ ମିଡ଼ିଆରେ ମାଧ୍ୟମରେ ଅବସର ନେବାର ସୂଚନା ଦେଇଛନ୍ତି। ଥିରିମାନେ କହିଛନ୍ତି ଦେଶର ପ୍ରତିନିଧିତ୍ଵ କରିବାକୁ ସୁଯୋଗ ମିଳିବା...