ଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି ଦାୟିତ୍ୱ
ବ୍ୟୁରୋ ରିପୋର୍ଟ: T20 ବିଶ୍ୱକପ୍ ୨୦୨୪ ଜୁନ୍ ୧ ରୁ ଆରମ୍ଭ ହେଉଛି । ସମସ୍ତ ଦଳ ଏ ସମ୍ପର୍କରେ ପ୍ରସ୍ତୁତି ଶେଷ କରିଛନ୍ତି। ଏଥିପାଇଁ ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଆମେରିକା ଯିବ।...
