Cricket

ପୁଣି ତୃତୀୟ ଥର ଭାରତ- ଆୟର୍ଲାଣ୍ଡ ମୁହାଁମୁହିଁ

ପ୍ରଥମ ଦୁଇଟି ମ୍ୟାଚ ହାରିଥିବା ଆୟର୍ଲାଣ୍ଡ ଆଜିର ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଆଜିର ମ୍ୟାଚରେ ଭାରତ ବଳକା ଖେଳାଳିଙ୍କୁ ସୁଯୋଗ ମିଳିପାରେ । ଭାରତୀୟ ଦଳ ଆୱେସ ଖାନ ଓ ଜିତେଶ ଶର୍ମାଙ୍କୁ ନେଇ ପରୀକ୍ଷା କରିବା ସମ୍ଭାବନା ରହିଛି । ଏସିଆ କପ ପୂର୍ବରୁ ଏହା ଶେଷ ଆନ୍ତର୍ଜାତିକ ମ୍ୟାଚ ହୋଇଥିବାରୁ ଯଶପ୍ରୀତ ବୁମ୍ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ବୋଲିଂ ଉପରେ ଅଧିକ ନଜର ରହିବ ।

Related posts

T-20 ବିଶ୍ୱକପର ଆୟୋଜକ ଆମେରିକା- ୱେଷ୍ଟଇଣ୍ଡିଜ

Odisha Sports Bureau

AFC ମହିଳା ଏସିଆନ କପ-୨୦୨୨ ଆରମ୍ଭ

Odisha Sports Bureau

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଗୌତମ ଗମ୍ଭୀର

Odisha Sports Bureau