Wrestlingଚାକିରୀରେ ଯୋଗଦାନ କରିଛୁ, ଆନ୍ଦୋଳନରୁ ଓହରିନୁ: ବଜରଙ୍ଗ, ସାକ୍ଷୀ ଏବଂ ଭିନେଶOdisha Sports BureauJune 5, 2023June 5, 2023 by Odisha Sports BureauJune 5, 2023June 5, 2023090 କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଲଗାତର ପ୍ରଦର୍ଶନ କରୁଥିବା ଖେଳାଳୀ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟ ନିଜ ଚାକିରିରେ ଯୋଗଦାନ କରିଛନ୍ତି...
Wrestlingସତ ସାମ୍ନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ; ବ୍ରିଜଭୂଷଣOdisha Sports BureauMay 22, 2023 by Odisha Sports BureauMay 22, 2023075 ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବିରେ ଦୀର୍ଘ ଦିନ ଧରି କୁସ୍ତିଯୋଦ୍ଧାମାନେଆନ୍ଦୋଳନ ଚଳାଇ ଆସିଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ...
Wrestlingକୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଦୂତି ଚାନ୍ଦOdisha Sports BureauMay 6, 2023 by Odisha Sports BureauMay 6, 20230106 ସବୁବେଳେ ସରକାର ନାରୀ ପୁରୁଷକୁ ସମାନ ସମ୍ମାନ ଦିଅନ୍ତି । କିନ୍ତୁ କିଛି ବ୍ୟକ୍ତି ଦୁର୍ବଳତା ଦେଖି ଯୌନ ନିର୍ୟାତନା ଫାଇଦା ଉଠାଇବାରେ । ଚାକିରି ହେଉ କି ରାଜନୀତି କିମ୍ବା ଅଭିନୟ କ୍ଷେତ୍ରରେ,...
Wrestlingରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟOdisha Sports BureauMay 4, 2023May 4, 2023 by Odisha Sports BureauMay 4, 2023May 4, 2023091 ନୂଆଦିଲ୍ଲୀ:ଗତ କିଛି ଦିନ ହେବ ଜନତର ମନତରରେ ରେସଲର ମାନେ ଧାରଣାରେ ବସିଛନ୍ତି । ବୁଧୁବାର ସଂନ୍ଧ୍ୟାରେ ପୋଲିସ ଆସି ବଳ ପ୍ରୟୋଗ କରିବା ସହିତ ମହିଳାଙ୍କ ପ୍ରତି ଦୁର୍ବ୍ୟହାର କରିଛି ।ଧସ୍ତାଧସ୍ତି ଘଟଣା...