Cricket

କେଏଲ ରାହୁଲଙ୍କ ସଫଳ ଅସ୍ତ୍ରୋପଚାର

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ତଥା ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ କେଏଲ ଆହତ ଆହତ ଜଙ୍ଘର ସଫଳ ଅସ୍ତ୍ରୋପଚାର ହୋଇଛି । ଆଉ ଅସ୍ତ୍ରୋପଚାର ପରେ ରାହୁଲ ଓ୍ଵାକର ଷ୍ଟିକ ଧରି ଚାଲୁଛନ୍ତି । ଯାହାର ଫଟୋ ସାମ୍ନାକୁ ଆସିଛି ।
ସର୍ଜରୀ ପରେ କେଏଲ ରାହୁଲ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ରାସ୍ତାରେ ଓ୍ଵାକର ଷ୍ଟିକ ସାହାରାରେ ଚାଲୁଛନ୍ତି । ସେହିପରି ଅନ୍ୟ ଏକ ଫଟୋରେ ତାଙ୍କ ସହିତ ପତ୍ନୀ ଆଥିୟା ମଧ୍ୟ ନଜର ଆସିଛନ୍ତି । କେଏଲ ରାହୁଲଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବଶୀଘ୍ର ସୁଧୁରୁଛି । ଏହାକୁ ସଂପୂର୍ଣ୍ଣ ଭାବେ ଠିକ୍ ହେବା ପରେ ୨- ୩ ମାସ ଲାଗିବ
ଲକ୍ଷ୍ନୌ ଏବଂ ଆରସିବି ମ୍ୟାଚ୍ ସମୟରେ ଜଙ୍ଘରେ ଆଘାତ ଲାଗିବା ଯୋଗୁଁ ଆହତ ଯୋଗୁଁ ଆଇପିଏଲ୍ ଏବଂ ଡଞଉ ଫାଇନାଲରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଲକ୍ଷ୍ନୌର ଅଧିନାୟକ ଦାୟିତ୍ୱ କୁନାଲ ପାଣ୍ଡ୍ୟାଙ୍କୁ ଦିଆଯାଇଛି । ତେବେ ଏହାପୂର୍ବରୁଡଞଉ ଫାଇନାଲରେ ତାଙ୍କୁ ଟିମରେ ସାମିଲ କରିଥିଲା । ରାହୁଲ ଫିଟ୍ ନ ହେବା କାରଣରୁ ଏବେ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଟିମରେ ସ୍ଥାନ ମିଳିଛି ।

Related posts

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହାଇଦ୍ରାବାଦ

Odisha Sports Bureau

ସିଡ଼ନୀରେ ନବବର୍ଷ ପାଳନ କଲେ ବିରୁଷ୍କା

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀ ୧୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଧମକ ଦେଇଛନ୍ତି, ଏହା କରି ଇତିହାସ ସୃଷ୍ଟି କରିବେ

Odisha Sports Bureau