Cricket

ଚାଲିଛି   ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍: ବ୍ୟାଟିଂ କରୁଛି SHR

ବିଶାଖାପଟ୍ଟନମ: ଚାଲିଛି   ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍ ।  ଏହି ମ୍ୟାଚ୍ ବିଶାଖାପଟ୍ଟନମର ଡା.ୱାଇ.ଏସ୍. ରାଜାଶେଖରା ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ମଧ୍ୟରେ ଖେଳାଯାଉଛି ମ୍ୟାଚ୍।

 ଏହି ମ୍ୟାଚ‌ରେ ଏସ୍‌ଆର୍‌ଏଚ୍‌ ଟସ୍ ଜିତି  ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବୋଲିଂ କରିବାକୁ ଡିସି ପଡ଼ିଆକୁ ଓହ୍ଲାଇଛି। ବର୍ତ୍ତମାନ  ସୁଦ୍ଧା  ୮ଓଭରରେ ୪ ଟି ୱିକେଟ ହରାଇ ୯୦ ରନ ସଂଗ୍ରହ କରିଛି ଏସ୍ଆର୍ଏଚ୍ ଦଳ ।

 

Related posts

ଘରୋଇ ସିରିଜ ପାଇଁ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ

Odisha Sports Bureau

ଆଜିର ଦିନରେ କ୍ରିକେଟ୍ ଜଗତର ‘ଭଗବାନ୍’ କ୍ରିକେଟରୁୁ ନେଇଥିଲେ ସନ୍ୟାସ

Odisha Sports Bureau