Cricket

ଚାଲିଛି   ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍: ବ୍ୟାଟିଂ କରୁଛି SHR

ବିଶାଖାପଟ୍ଟନମ: ଚାଲିଛି   ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍ ।  ଏହି ମ୍ୟାଚ୍ ବିଶାଖାପଟ୍ଟନମର ଡା.ୱାଇ.ଏସ୍. ରାଜାଶେଖରା ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ମଧ୍ୟରେ ଖେଳାଯାଉଛି ମ୍ୟାଚ୍।

 ଏହି ମ୍ୟାଚ‌ରେ ଏସ୍‌ଆର୍‌ଏଚ୍‌ ଟସ୍ ଜିତି  ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବୋଲିଂ କରିବାକୁ ଡିସି ପଡ଼ିଆକୁ ଓହ୍ଲାଇଛି। ବର୍ତ୍ତମାନ  ସୁଦ୍ଧା  ୮ଓଭରରେ ୪ ଟି ୱିକେଟ ହରାଇ ୯୦ ରନ ସଂଗ୍ରହ କରିଛି ଏସ୍ଆର୍ଏଚ୍ ଦଳ ।

 

Related posts

ଭାରତ ଆଗରେ ୧୦୬ ରନର ଟାର୍ଗେଟ ଦେଲା ପାକିସ୍ତାନ

Odisha Sports Bureau

ଜେଟଲୀଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକାଙ୍କୁ ହୃଦୟରୁ ପ୍ରଶଂସା କରି କହିଛନ୍ତି, “ସେ ମୋ ଜୀବନରେ ଆସିବା ପରଠାରୁ ସବୁ କିଛି ବଦଳିଯାଇଛି”

Odisha Sports Bureau