Cricket

ଖେଳାଳିଙ୍କୁ ଧରି କାନ୍ଦିଲେ ବାଳ‌କ

ନୂଆଦିଲ୍ଲୀ : ଆଫଗାନିସ୍ତାନ ଗତରବିବାର ବିଶ୍ବବିଜେତା ଇଂଲଣ୍ଡକୁ ୬୯ ରନ୍‌ରେ ହରାଇଥିଲା। ଅବିଶ୍ବସନୀୟ ଓ ଅସାଧାରଣ ଦଳଗତ ପ୍ରଦର୍ଶନ ସହ ନିଜ କ୍ରିକେଟ୍ ଇତିହାସର ସବୁଠାରୁ ସ୍ମରଣୀୟ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପଡ଼ିଆରେ ବସି ମ୍ୟାଚ ଦେଖୁଥିବା ବେଳେ ଆଫଗାନିସ୍ତାନର ଏଭଳି ବିଜୟ ପରେ ଜଣେ କୁନି ଫ୍ୟାନ୍ସ ଭୋଭୋ ହୋଇ କାନ୍ଦି ପକାଇଥିଲେ। ଆଉ ପଡ଼ିଆ ଭିତରକୁ ଆସି ଆଫଗାନିସ୍ତାନର ମୁଜୀବ-ଉର୍-ରହମାନଙ୍କୁ ଆଲିଙ୍ଗନ କରି କାନ୍ଦିଥିଲେ। ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥିଲା। ଏ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି।

Related posts

ନଭେମ୍ବର ୪ ତାରିଖରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

Odisha Sports Bureau

୨୦ କିଲୋ ଓଜନ କମାଇଲେ ଟିମ୍‌ରେ ନେବି

Odisha Sports Bureau

ଏଲଏଲସି ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ

Odisha Sports Bureau