Cricket

ଆସନ୍ତା କାଲି କ୍ୱାଲିଫାୟର -୨ରେ ମୁମ୍ବାଇ କୁ ଭେଟିବ ଗୁଜରାଟ

ଗୁଜରାଟ ସୁପର ଜିଆଣ୍ଟ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆସନ୍ତା କାଲି ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଯିଏ ଏହି ମ୍ୟାଚରେ କ୍ୱାଲିଫାୟର କରିବ ସେ ଚେନ୍ନାଇ ସହ ଫାଇନାଲରେ ଖେଳିବ । ରବିବାର ଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଟିତି ହେବ ।
ଗତ କାଲି ମୁମ୍ବାଇ ଏବଂ ଲକ୍ଷ୍ନୌ ମଧ୍ୟରେ ହୋଇଥିବା ମ୍ୟାଚରେ ମୁମ୍ବାଇ ଜିତି ନେଇଛି । ମ୍ୟାଚ ଜିତିବା ପରେ କ୍ବାଲିଫାୟର-୨ ରେ ଯୋଗ୍ୟତା ଅର୍ଜନ କଲା ମୁମ୍ବାଇ । ସେହିପରି ମଙ୍ଗଳ ବାର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଗୁଜରାଟକୁ ହରାଇ ଫାଇନାଲରେ ପହଞ୍ଚିଛି ଚେନ୍ନାଇ ।ଆସନ୍ତା କାଲି ମୁମ୍ବାଇ କ୍ୱାଲିଫାୟର ପର୍ୟ୍ୟାୟକୁ ପ୍ରବେଶ କରିବା ସହ ଶୁକ୍ରବାର ଗୁଜୁରାଟ ଟାଇଟନ୍ସକୁ ଭେଟିବ।
ଗତ କାଲି ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮୧ ରନରେ ହରାଇଛି ମୁମ୍ବାଇ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୮୨ ରନ୍ ସଂଗ୍ରହ କରିଥିଲା। ଜବାବରେ ଲକ୍ଷ୍ନୌ ସମସ୍ତ ୱିକେଟ୍ ହରାଇ ୧୦୧ ରନ୍ରେ ସୀମିତ ରହିଥିଲା।

Related posts

ବିଜେପିରେ ଯୋଗ ଦେବେ ନାହିଁ ରାହୁଲ ଦ୍ରାବିଡ

ମାହିଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ

Odisha Sports Bureau

ଆଣ୍ଡ୍ରେ ରସେଲଙ୍କୁ ପଛରେ ପକାଇ ରେକର୍ଡ କରିଛନ୍ତି ରିଙ୍କୁ ସିଂହ…