Football

ସନ୍ତୋଷ ଟ୍ରଫିରେ ଦିଲ୍ଲୀର ଦୁଇ ଶ୍ରେଷ୍ଠ ଫୁଟବଲର

(ଓଡିଶା ସ୍ପୋର୍ଟସ): ସନ୍ତୋଷ ଟ୍ରଫି ଖେଳାଳୀ ଆୟୁଷ ଅଧିକାରୀ ଏବଂ ଭାରତୀୟ ଡିଫେଣ୍ଡର ଡାଲିମା ଛିବ୍ୱରଙ୍କୁ କ୍ରମଶଃ ପୁରୁଷ ଏବଂ ମହିଳା ବର୍ଗରେ ଦିଲ୍ଲୀର ବର୍ଷର ଶ୍ରେଷ୍ଠ ଫୁଟବଲର ରୂପେ ବଛା ଯାଇଛି । ଫୁଟବଲ୍ ଦିଲ୍ଲୀ ପ୍ରଥମଥର ପାଇଁ ÷ଆୟୋଜିତ ନିଜର ପୁରଷ୍କାର ସମାରୋହରେ ଅଧିକାରୀ କହିଛନ୍ତି ମୋ ପିତା ମଧ୍ୟ ଜଣେ ଫୁଟବଲ୍ ଖେଳାଳୀ ଥିଲେ । ମୋ ପରିବାରର ସ୍ୱପ୍ନ ଅଛି ସେ ମୋତେ ଏହି ଖେଳରେ ଭଲ ପ୍ରଦର୍ଶନ କରିବାର ଦେଖିବେ । ସଂନ୍ତୋଷ ଟ୍ରଫି ୨୦୧୮-୧୯ରେ ଆୟୁଷ ଦିଲ୍ଲୀ ପାଇଁ ୬ଟି ଗୋଲ୍ କରିଥିଲେ । ଅଣ୍ଡର-୧୬ର ରୁଦ୍ରଂଶ ସିଂହଙ୍କୁ ଯୁବ ଖେଳାଳୀ ସମ୍ମାନ ଦିଆଯାଇଛି, ଯେକେବେଳେ କି ଅଣ୍ଡର-୧୭ର ଉପଅଧିନାୟକ ଅଭିକା ସିଂହଙ୍କୁ ଶ୍ରେଷ୍ଠ ଯୁବ ମହିଳା ଖେଳାଳୀ ଚୟନ କରାଯାଇଛି ।

Related posts

୫ରୁ ଭୁବନେଶ୍ୱରରେ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

odishasports

ଏସିଆନ୍ କପ୍ ଫୁଟବଲ କାତାର ଚାମ୍ପିୟନ

odishasports

ମହିଳା ଫୁଟବଲ : ଶ୍ରଦ୍ଧାଞ୍ଜଳୀ, ଜବାରଙ୍କୁ ନୂଆ ଦାୟିତ୍ୱ

odishasports

Leave a Comment