More Sports

ଆସନ୍ତା ବର୍ଷ ପାଇଁ ସ୍ଥଗିତ ରଖାଯାଇପାରେ ଟୋକିଓ ଅଲିମ୍ପିକ-୨୦୨୦

(ଓଡ଼ିଶା ସ୍ପୋର୍ଡ଼ସ ): ୱାର୍ଲ୍ଡ ଆଟଲେଟିକ୍ସ ମୁଖ୍ୟ ସେବାଷ୍ଟିଆନ କୋ ସ୍ୱିକାର କରିଛନ୍ତି ଯେ କରୋନା ଭାଇରସ କାରଣ ହେତୁ ଟୋକିଓ ଅଲିମ୍ପିକ୨୦୨୦ ଆସନ୍ତା ବର୍ଷ ପାଇଁ ସ୍ଥଗିତ ରଖାଯାଇପାରେ । କିନ୍ତୁ ଏନେଇ ଶିଘ୍ର କୌଣସି ନିଷ୍ପତ୍ତି ନେବା ଠିକ ହେବ ନାହିଁ ।
ଏହା ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଭାପତି ଥେମାସ ବକ କହିଥିଲେ ଯେ ଟୋକିଓ ଅଲିମ୍ପିକ କମିଟିର ସଭାପତି ଥୋମାସ ବକ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସ ଅନୁଷ୍ଟିତ ହେବ ।
ସେବାଷ୍ଟିଆନ କୋ ବିସିଆଇକୁ ଦେଇଥିବା ଏକ ସାକ୍ଷତକାରରେ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ବିଳମ୍ବ ହୋଇପାରେ । ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇପାରିବ କି? ଏହି ପ୍ରଶ୍ନର ଉତ୍ତରରେ ଆଥଲେଟିକ୍ସ ମୁଖ୍ୟ କହିଛନ୍ତି ଯେ ଏହା ସମ୍ଭବ କିନ୍ତୁ ଏବେ ବିଶ୍ୱର ସ୍ଥିତି ଯାହା ଅଛି କିଛି ବି ହେଇପାରେ । ତେଣୁ କହିବା ଅସମ୍ଭବ ।
କରୋନା ଭାଇରସ ଯୋଗୁଁ ୟୁରୋ ତାର ୨୦୨୦ବର୍ଷର ସମସ୍ତ ଖେଳକୁ ସ୍ଥଗିତ ରଖିଥିବା ବେଳେ ଅନେକ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରି ସ୍ଥଗିତ ରଖିଛି ।

Related posts

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

Odisha Sports Bureau

ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବଜରଙ୍ଗ ପୁନିଆ

Odisha Sports Bureau

ବାର୍ସିଲୋନା ସ୍ପେନ୍ ମାଷ୍ଟର୍ସରେ ସାଇନାଙ୍କ ବିଜୟ ସହ ଅଭିଯାନ ଆରମ୍ଭ

Odisha Sports Bureau