More Sports

ଏସିଆ ତିରନ୍ଦାଜୀ ଜମ୍ପିଆନସିପ୍ ୨୦୧୯: ଅତନୁ ଦାସ ବ୍ୟକ୍ତିଗତ ରିକର୍ବ ବର୍ଗରେ ଜିତିଲେ ବ୍ରୋଞ୍ଜ

(ଓଡିଶା ସ୍ପୋର୍ଟସ): ଭାରତୀୟ ତୀରନ୍ଦାଜ ଅତନୁ ଦାସ ଏସିଆ ଚମ୍ପିଆନସିପର ବ୍ୟକ୍ତିଗତ ରିକର୍ଭ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତୀୟ ତୀରନ୍ଦାଜୀ ମହାସଂଘର ନିଲମ୍ବନ କାରଣରୁ ଦାସ ବିଶ୍ୱ ତୀରନ୍ଦାଜୀ ସଂଘର ଧ୍ୱଜର ତଳେ ଖେଳୁଛନ୍ତି । ସେ କୋରିଆର ଜିନ ହାୟେକ ଔହଙ୍କୁ ବ୍ରୋଞ୍ଜ ପଦକ ଶୁଟଅଫ ମୁକାବିଲାରେ ୬-୫ରେ ପରାସ୍ତ କରିଛନ୍ତି, ସେ ମିଶ୍ରିତ ରିକର୍ଭ ବର୍ଗରେ ଦୀପିକା କୁମାରୀଙ୍କ ସହିତ କାଂଶ୍ୟ ପଦକ ହାସଲ କରିଛନ୍ତି ।

Related posts

ଆଜି ଫାଇନାଲ ମ୍ୟାଚରେ ଦବଙ୍ଗ ଦିଲ୍ଲୀ-ବଙ୍ଗଳା ୱାରିିୟସ ମଧ୍ୟରେ ଟକ୍କର

Odisha Sports Bureau

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

Odisha Sports Bureau

ସୁସ୍ଥ ହେଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗର ଷଷ୍ଠ ପର୍ୟ୍ୟାୟରେ କରିବେ ଅଂଶଗ୍ରହଣ !