More Sports

ଏସିଆ ତିରନ୍ଦାଜୀ ଜମ୍ପିଆନସିପ୍ ୨୦୧୯: ଅତନୁ ଦାସ ବ୍ୟକ୍ତିଗତ ରିକର୍ବ ବର୍ଗରେ ଜିତିଲେ ବ୍ରୋଞ୍ଜ

(ଓଡିଶା ସ୍ପୋର୍ଟସ): ଭାରତୀୟ ତୀରନ୍ଦାଜ ଅତନୁ ଦାସ ଏସିଆ ଚମ୍ପିଆନସିପର ବ୍ୟକ୍ତିଗତ ରିକର୍ଭ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତୀୟ ତୀରନ୍ଦାଜୀ ମହାସଂଘର ନିଲମ୍ବନ କାରଣରୁ ଦାସ ବିଶ୍ୱ ତୀରନ୍ଦାଜୀ ସଂଘର ଧ୍ୱଜର ତଳେ ଖେଳୁଛନ୍ତି । ସେ କୋରିଆର ଜିନ ହାୟେକ ଔହଙ୍କୁ ବ୍ରୋଞ୍ଜ ପଦକ ଶୁଟଅଫ ମୁକାବିଲାରେ ୬-୫ରେ ପରାସ୍ତ କରିଛନ୍ତି, ସେ ମିଶ୍ରିତ ରିକର୍ଭ ବର୍ଗରେ ଦୀପିକା କୁମାରୀଙ୍କ ସହିତ କାଂଶ୍ୟ ପଦକ ହାସଲ କରିଛନ୍ତି ।

Related posts

ଅଲ-ଓଡିଶା ଇଣ୍ଟର-କ୍ଲବ ଭାରୋତ୍ତୋଳନ: ୧୨ ଟି ସ୍ୱର୍ଣ୍ଣ ପଦକ ଜିତିଲା ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau

ଦୂତୀଙ୍କ ନାମରେ ଆଥଲେଟିକ ଟ୍ରାକ