Tennis

କତର ଓପନ୍ ଫାଇନାଲରେ ପେତ୍ରା

(ଓଡିଶା ସ୍ପୋର୍ଟସ): ଚେକ୍ ଗଣରାଜ୍ୟର ପେତ୍ରା କ୍ୱିତୋବା ବିଶ୍ୱର ନଂ୧ ଟେନିସ୍ ଖେଳାଳି ଏଶ୍ଲେ ବାର୍ଟିଙ୍କୁ ସେମିଫାଇନାଲରେ ପରାସ୍ତ କରି କତର ଓପନର ଫାଇନାଲରେ ପ୍ରବେଶ କରିନେଇଛନ୍ତି । ଫାଇନାଲରେ କ୍ୱିତୋବାଙ୍କ ସାମ୍ନା ବେଲାଋଷର ଆର୍ଯ୍ୟନ ସବାଲେଙ୍କାଙ୍କ ସହିତ ହେବ । ଦୋହାରେ ଚାଲୁଥିବା କତର ଓପନ୍ ସେମିଫାଇନାଲରେ ୨୯ ବର୍ଷିୟ କ୍ୱିତୋବା ଏଶ୍ଲେ ବାର୍ଟିଙ୍କୁ ୬-୪, ୨-୬, ୬-୪ସେଟରେ ପରାସ୍ତ କରିଛନ୍ତି ।

Related posts

ୟୁଏସ୍ ଓପନ୍: ନୋଭାକ ଜୋକୋଭିକ୍ କ୍ରୋଧିତ ହୋଇ ଲାଇନ୍ ଜଜଙ୍କୁ ମାରିଲେ ବଲ୍

Odisha Sports Bureau

ଆଇଟିଏଫ୍ ଏକକ ଟାଇଟଲ୍ ଜିତିଲେ ଅଙ୍କିତା

Odisha Sports Bureau

ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ବାର୍ଟି

Odisha Sports Bureau