Hockey

କଳିଙ୍ଗ ଷ୍ଟାଡ଼ିୟମରେ ସର୍ବ ଭାରତୀୟ ହକି ପ୍ରତିଯୋଗିତା

(ଓଡ଼ିଶା ସ୍ପୋର୍ଟସ ): ଚଳିତ ବର୍ଷ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଠାରେ ଓଡ଼ିଶା ପୋଲିସ ପକ୍ଷରୁ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆୟୋଜନ କରାଯିବ ।
ସର୍ବଭାରତୀୟ ହକି ପ୍ରତିଯୋଗିତା ଆସନ୍ତା ୧୬ ରୁ ୨୪ଯାଏଁ ଚାଲିବ । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବଳରୁ ଅନ୍ୟୁନ ୨୫ଟି ଦଳ ଓ ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ସବୁ ଲିଗ କମ ନକ ଆଉଟ ଆଧାରରେ ଖେଳାଯିବ ।
ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କ୍ରୀଡ଼ା ମାକ୍ସଟ”ଓଲି ‘କୁ ଏହି ପ୍ରତିଯୋଗିତାର ମାକ୍ସଟ ଭାବେ ଗ୍ରହଣ କରାଯାଇଛି । ପ୍ରତିଯୋଗିତାର କ୍ୱାଟର ଓ ସେମି ଫାଇନାଲ ମ୍ୟାଚ ସବୁ ଆସନ୍ତା ୨୧ ଠାରୁ ଖେଳାଯିବ । ଏହା ପରେ ଫାଇନାଲ ମ୍ୟାଚ ଆସନ୍ତା ୨୪ ତାରିଖରେ ଖୋଳଯିବ ।

Related posts

ଓଡ଼ିଶା ପୁରୁଷ ହକି ବିଶ୍ୱକପ ସେମିଫାଇନାଲ

Odisha Sports Bureau

ହକି ମହାସମର- ଦ୍ୱିତୀୟ ଦିନରେ ପୁଲ ‘ଏ’ ର ଦୁଇଟି ମ୍ୟାଚ୍ ଖେଳାଯିବ

Odisha Sports Bureau

ହକି ପୁରୁଷ ବିଶ୍ଵକପ ପାଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଉଦଯାପିତ

Odisha Sports Bureau