Badminton

ଚୀନ ଏବଂ କୋରୀଆ ଓପନ ଠାରୁ ଦୁରେଇଲେ ପ୍ରଣାୟ

(ଓଡିଶାସ୍ପୋର୍ଟସ ):  ବ୍ୟାଡମିଣ୍ଟନ ଖେଳାଳୀ ଏଚଏସ୍ ପ୍ରଣାୟ ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଥିବା କାରଣରୁ କମସେକମ୍ ଦୁଇଟି ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ । ପ୍ରଣାୟ ୧୭ ରୁ ୨୨ ସେପ୍ଟେମ୍ବର ଚାଙ୍ଗଝୁରେ ହେବାକୁଥିବା ଚିନ୍ ଓପନ ଏବଂ ତା’ପରେ ୨୪ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଞ୍ଚିୟୋନରେ ହେବାକୁ ଥିବା କୋରିଆ ଓପନରେ ଖେଳିବେ ନାହିଁ । ସେ ନିଜା ଟ୍ୱିଟ ଦ୍ୱାରା ନିଜ ସ୍ୱାସ୍ଥ୍ୟ ସହିତ ଜଡିତ ସୂଚନା ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ସେ କହିଛନ୍ତି, “ଡେଙ୍ଗୁର ଚିକିତ୍ସାପରେ କିଛି ଦିନପାଇଁ ସେ ଖେଳଠାରୁ ଦୁରରେ ରହିବେ । ପରବତ୍ତି ସପ୍ତାହରେ ଚୀନ ଏବଂ କୋରିଆ ଜିବାକୁ ଥିବା ଭାରତୀୟ ଟିମର ସଦଶ୍ୟ ରହିବି ନାହିଁ , ଆଶା କରୁଚି ଭଲ ହୋଇ ଖୁବ୍ ଶୀଘ୍ର ଫେରିବି ।

Related posts

ସାଇନା ଓ ସିନ୍ଧୁ ସିଙ୍ଗାପୁର ଓପନର ଦ୍ୱିତୀୟ ରାଉଣ୍ଡରେ

Odisha Sports Bureau

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହେଲେ ସିନ୍ଧୁ

Odisha Sports Bureau

ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

Odisha Sports Bureau